ନୟାଗଡ଼ ଡବଲ ମର୍ଡର ମାମଲାରେ ହତ୍ୟାକାରୀକୁ ଫାଶି ଦଣ୍ଡ, ୨୦୧୯ରେ ୨ ଜଣଙ୍କୁ ହୋଇଥିଲା ବୀଭତ୍ସ ହତ୍ୟା
ନୟାଗଡ଼ (କେନ୍ୟୁଜ): ନୟାଗଡ଼ ଡବଲ ମର୍ଡର ମାମଲାରେ ହତ୍ୟାକାରୀକୁ ଫାଶି ଦଣ୍ଡ । ଦୋଷୀ ନିରଞ୍ଜନ ମଲ୍ଲିକକୁ ଫାଶି ଦଣ୍ଡାଦେଶ କଲେ ଓଡଗାଁ ଅତିରିକ୍ତ ଦୌରାଜଜ ମାନସ ରଞ୍ଜନ ରଥ । ଓଡଗାଁ NAC ଅନ୍ତଗତ ୨୦୧୯ କୁଶଢ଼ିପି ଗାଁରେ ୨ ଜଣଙ୍କୁ ବୀଭତ୍ସ ହତ୍ୟା ହୋଇଥିଲା । ଏହି ଘଟଣାକୁ ନେଇ ୨୭ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଦଣ୍ଡାଦେଶ ଦେଲେ କୋର୍ଟ ।
ସୂଚନା ଅନୁଯାୟୀ ଓଡଗାଁ NAC ଅନ୍ତଗତ ଜାନୁଆରୀ ମାସ ୨୦୧୯ ମସିହାରେ…
Read More...