ବହୁ ପ୍ରତିକ୍ଷାର ଅନ୍ତ, ଦୀର୍ଘ ଦିନ ପରେ କାର୍ଯ୍ୟକ୍ଷମ ହେଲା ବ୍ରହ୍ମବରଦା ବିଦ୍ୟୁତ ସବଷ୍ଟେସନ
ଯାଜପୁର (କେନ୍ୟୁଜ): ଗ୍ରାମାଞ୍ଚଳରେ ବିଦ୍ୟୁତ ସେବାକୁ ସୁଗମ କରିବା ପାଇଁ ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି । ଏଭଳି ପରିସ୍ଥିତିରେ ଉଦଘାଟନ ପରେ ବି କାର୍ଯ୍ୟକ୍ଷମ ହୋଇପାରି ନଥିଲା ଯାଜପୁର ଜିଲ୍ଲା ବ୍ରହ୍ମବରଦା ୩୩/୧୧କେଭି ବିଦ୍ୟୁତ ସବଷ୍ଟେସନ । ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଦୀର୍ଘ ଦିନ ପରେ କାର୍ଯ୍ୟକ୍ଷମ ହୋଇଛି ଏହି ବିଦ୍ୟୁତ ସବଷ୍ଟେସନ । ଫଳରେ ଅଞ୍ଚଳରେ ଦେଖାଦେଇଥିବା…
Read More...