Browsing Tag

cremation

ଜୁଇ ଜଳିଲା ବେଳକୁ ଆଖି ଖୋଲି ଦେଲେ ମୃତ ମହିଳା, ଏବେ ଡାକ୍ତରଖାନାରେ ଚାଲିଛି ଚିକିତ୍ସା

ବ୍ରହ୍ମପୁର(କେନ୍ୟୁଜ): ଶ୍ମଶାନରୁ ଫେରିଲେ ମହିଳା । ଜୁଇ ଜଳିଲା ବେଳକୁ ଖୋଲିଦେଲେ ଆଖି । ଯାହାକୁ ଦେଖି ଚକିତ ହୋଇଗଲେ ଉପସ୍ଥିତ ଥିବା ଲୋକେ । ବ୍ରହ୍ମପୁର ସହରର ଗୁଡ୍ ସେଡ୍ ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଘଟଣା । ଜଣେ ମହିଳାଙ୍କର ମୃତ୍ୟୁ ହେବା ପରେ ଶବ ଦାହ ପାଇଁ ପରିବାର ଲୋକେ…

ଶବ ସତ୍କାର ପାଇଁ ଯାଇଥିଲେ, ଶବ ହୋଇ ଫେରିଲେ, ଶବ ସତ୍କାର ବେଳେ ଟଳି ପଡିଲେ ବଡ଼ବାପା

ପଟ୍ଟାମୁଣ୍ଡାଇ : ମୃତ୍ୟୁ ଏମିତି ବି ଆସେ l ପୁତୁରାର ଶବ ସତ୍କାର କରିବାକୁ ଯାଇ ପୁରୀ ସ୍ୱର୍ଗ ଦ୍ୱାରରେ ମୃତ୍ୟୁକୁ ଆଦରି ନେଲେ ବଡ଼ ବାପା । ଏମିତି ଏକ ଦୁଃଖୁଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ l ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଗତ…

ବାହାନଗା ଟ୍ରେନ ଟ୍ରାଜେଡି : ୨୮ଟି ଅଚିହ୍ନା ମୃତଦେହର ହେଲା ଅନ୍ତିମ ସଂସ୍କାର

ଭୁବନେଶ୍ୱର (କେନ୍ୟୁଜ): ୧୨୮ ଦିନ ପରେ ଜଳିଲା ମୃତଦେହ। ଭରତପୁର ଶ୍ମସାନରେ ଲିଭିଗଲା ପରିଚୟ। ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୮ଟି ଅଚିହ୍ନା ମୃତଦେହର ହେଲା ଅନ୍ତିମ ସଂସ୍କାର। ଭୁବନେଶ୍ବର ଭରତପୁର ଶ୍ମଶାନରେ ସମସ୍ତ ଅଚିହ୍ନା ଶବର ଶେଷକୃତ୍ୟ କରିଛି BMC। …

୧୮ ଘଣ୍ଟା ପଡ଼ିରହିଲା ଶବ: ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ସହଯୋଗରେ ମୁଖାଗ୍ନି ଦେଲେ ସ୍ବାମୀ

ଝାରସୁଗୁଡା(କେନ୍ଯୁଜ୍): ୧୮ ଘଣ୍ଟା ପଡ଼ିରହିଲା ଶବ, ସତ୍କାର କଲେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ । ଝାରସୁଗୁଡା ଜିଲ୍ଲା ବେଲପାହାଡ଼ର ଗାନ୍ଧୀନଗର କଲେଜପଡ଼ାରେ ପଶ୍ଚିମବଙ୍ଗରୁ ଆସି ରହୁଥିବା ରଘୁନାଥ ମାନ୍ନାଙ୍କ ସ୍ତ୍ରୀ ଇନ୍ଦ୍ରାଣୀ ମାନ୍ନା ଦୀର୍ଘ ଦିନ ହେଲା ରୋଗଗ୍ରସ୍ତ ଥିଲେ। ଗତକାଲି…

କୋଭିଡ୍ ଆକ୍ରାନ୍ତଙ୍କ ଶବ ଦାହକୁ ନେଇ ଉତ୍ତେଜନା, ଗାଁ ଶ୍ମଶାନରେ ନପୋଡିବାକୁ ସାହି ବାସିନ୍ଦାଙ୍କ ଦାବି

କରଞ୍ଜିଆ: କୋଭିଡ ଆକ୍ରାନ୍ତଙ୍କ ଶବ ଦାହକୁ ନେଇ ଉତ୍ତେଜନା । କରଞ୍ଜିଆ ୧୩ନଂ ୱାର୍ଡ ଶ୍ମଶାନରେ ଦେଖାଦେଇଛି ଏହିଭଳି ଅଭାବନୀୟ ଘଟଣା। ମିଳିଥିବା ସୂଚନା ଅନୁଯାୟୀ ତାଟୋ କୋଭିଡ କେୟାରରେ ଜୈନିକ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ସ୍ଥାନୀୟ ପ୍ରଶାସନ ସମ୍ପୃକ୍ତ ମୃତଦେହକୁ କରଞ୍ଜିଆ ଏନଏସି ଅନ୍ତର୍ଗତ…

ପୁରୀ ସ୍ବର୍ଗଦ୍ବାରରେ ଶବ ସତ୍କାର ଉପରେ ଲାଗିଲା କଟକଣା, କାଲିଠୁ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ମନା

ପୁରୀ: ପୁରୀ ସ୍ବର୍ଗଦ୍ବାରରେ ଶବସତ୍କାର ଉପରେ ଲାଗିଲା କଟକଣା। କାଲିଠୁ ସ୍ବର୍ଗଦ୍ବାରରେ ଜିଲ୍ଲା ବାହାରର ଲୋକଙ୍କ ଶବଦାହ ମନା। ସେହିପରି ମହୋଦଧିରେ ଅସ୍ଥି ବିସର୍ଜନ ଓ ଶ୍ବେତଗଙ୍ଗାରେ ଶୁଦ୍ଧି କ୍ରିୟା ମଧ୍ୟ ବନ୍ଦ ହେବ। ଏମିତିକି ଜିଲ୍ଲାର କୋଭିଡ ମୃତକଙ୍କ ଶବଦାହ ମଧ୍ୟ ସ୍ୱର୍ଗଦ୍ୱାରରେ…

ଶୋକାକୁଳ ପରିବେଶ ଭିତରେ ଗାଁ ଶ୍ମଶାନରେ ଜଳିଲା ଜବାନ ଯଜ୍ଞନାରାୟଣଙ୍କ ଜୁଇ, ଗତବର୍ଷ ହୋଇଥିଲା ତାଙ୍କର ବିବାହ

ଆଠଗଡ଼: ଶୋକାକୁଳ ପରିବେଶ ଭିତରେ ଗାଁ ଶ୍ମଶାନରେ ଜଳିଲା ଜବାନଙ୍କ ଜୁଇ। ଗତକାଲି ରାତି ପ୍ରାୟ ୯ଟା ୩୦ରେ ଗାଁରେ ପହଞ୍ଚିଥିଲା ଓଡ଼ିଆ ଜବାନ୍‌ ଯଜ୍ଞନାରାୟଣ କରଙ୍କ ପାର୍ଥିବ ଶରୀର। ଗାଁରେ ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଶୋକାକୂଳ ପରିବେଶ। ଏହାପରେ ସ୍ଥାନୀୟ ପ୍ରଶସାନ, ପୋଲିସ ଓ ସେନାବିଭାଗର…

ଶବଦାହ ବୋଝ ଆଉ ସହି ପାରିଲାନି ସତ୍ୟନଗର ଶ୍ମଶାନ, ବିଏମସି ବଢାଇଲା ଶ୍ମଶାନ ସଂଖ୍ୟା

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ବରରେ ହେବ ଆଉ  ଦୁଇ ଶ୍ମଶାନ । ଖୁବଶୀଘ୍ର ପଟିଆ ଓ ଖଣ୍ଡଗିରି ଅଞ୍ଚଳରେ କାର୍ଯ୍ୟକ୍ଷମ ହେବ ଆଉ ଦୁଇ ଶ୍ମଶାନ। ସତ୍ୟନଗର ଶ୍ମଶାନ ଉପରେ ଚାପ ପଡୁଥିବାରୁ ଏହି ବ୍ୟବସ୍ଥା କରାଯାଉଛି  ବୋଲି ବିଏମସି କମିଶନର ପ୍ରେମଚାନ୍ଦ ଚୈଧୂରୀ  ସୂଚନା ଦେଇଛନ୍ତି। ସତ୍ୟନଗର…

ଶବ ସତ୍କାର କରୁ କରୁ ବ୍ୟାପିଗଲା କରୋନା, ୨୫ ଜଣରୁ ୧୯ ଜଣ ବାହାରିଲେ କରୋନା ପଜିଟିଭ

ଦେଶରେ କରୋନା ଭାଇରସ ମାମଲା ବୃଦ୍ଧି ପାଉଥିବା ବେଳେ କିଛି ସ୍ଥାନରୁ ଏପରି ଅବହେଳା ସାମ୍ନାକୁ ଆସୁଛି ଯାହା ଲୋକଙ୍କ ଜୀବନକୁ କ୍ଷତି ପହଞ୍ଚାଉଛି । ଏପରି ଏକ ଘଟଣା ତେଲେଙ୍ଗାନାର ସଙ୍ଗାରେଡିରେ ଦେଖିବାକୁ ମିଳିଛି । ସାଙ୍ଗେରେଡିରେ ଜଣେ କରୋନା ପଜିଟିଭ୍ ମହିଳାଙ୍କ ଅନ୍ତିମ ସଂସ୍କାରରେ ଯୋଗ…

ଶବ ସଂସ୍କାର କରି ଫେରିବା ବେଳେ ଏହି କାରଣରୁ ପଛକୁ ବୁଲିବାକୁ କରାଯାଇଛି ବାରଣ

ମୃତ୍ୟୁ ପରେ ମଧ୍ୟ ଆତ୍ମା ପରିବାର ସଦସ୍ୟ, ଘର, ପ୍ରିୟ ବସ୍ତୁର ମୋହ ଛାଡ଼ିଯାଇପାରେ ନାହିଁ ବୋଲି ପୁରାଣରେ ବର୍ଣ୍ଣିତ ରହିଛି। ଫଳସ୍ୱରୂପ ସେମାନେ ପୃଥିବୀରେ ହିଁ ରହିଯାଆନ୍ତି। ଆପଣ ଶୁଣିଥିବେ ଯେ ଶବ ସଂସ୍କାର କରି ଫେରିବା ବେଳେ ଲୋକଙ୍କୁ ପଛକୁ ବୁଲିବାକୁ ମନା କରାଯାଏ। କିନ୍ତୁ ଏହା ପଛରେ…

ଦୁଃଖ ଉପରେ କରୋନା ଦାଉ: ଛୁଆଟିକୁ ଜନ୍ମ ଦେଇ ଆଖି ବୁଜିଦେଲେ ମହିଳା, ଏବେ ସତ୍କାର ପାଇଁ ଗାଁରେ ପୂରାଇ ଦେଉ ନାହାଁନ୍ତି…

ବାଲେଶ୍ୱର: ହଜିଯାଇଛି ମାନବିକତା । କରୋନା ଆଶଙ୍କାରେ ମୃତଦେହକୁ ଗାଁ ଶ୍ମଶାନକୁ ପୂରାଇ ଦେଲେନି ଗ୍ରାମବାସୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ । ମୟୂରଭଞ୍ଜ ଏକତଳା ଗାଁର ରାମଚନ୍ଦ୍ର ହାଁସଦାଙ୍କ ପତ୍ନୀ ସୁନୀତା ବାସ୍କେ ଉଦଳରେ ଟ୍ରେଜେରି ଅଫିସର…

ଭାରତରେ ଏମିତି ଏକ ଶ୍ମଶାନ ଘାଟ, ଯେଉଁଠି ଶବ ଠାରୁ ନିଆଯାଏ ଟ୍ୟାକ୍ସ

ଭାଗବତ ଗୀତାର ଏକ ଉପଦେଶରେ କୁହାଯାଇଛିଯେ ଯିଏ ଜନ୍ମ ନେଇଛନ୍ତି ତାଙ୍କର ମୁତ୍ୟୁ ମଧ୍ୟ ସୁନିଶ୍ଚିତ। ହିନ୍ଦୁ ଧର୍ମରେ ମୋଟ ୧୬ଟି ସଂସ୍କାର ମଧ୍ୟରୁ ଅନ୍ତିମ ସଂସ୍କାର ଶବ ଯାତ୍ରା ହୋଇଥାଏ। ହିନ୍ଦୁ ଧର୍ମରେ ଶବକୁ ଗଙ୍ଗା ଘାଟରେ ଅନ୍ତିମ କ୍ରୀୟା କରାଯାଇଥାଏ। କାଶୀକୁ ମୋକ୍ଷ ପ୍ରାପ୍ତି ପାଇଁ…