Browsing Tag

election commission

ତେଲେଙ୍ଗାନା ଡିଜିପିଙ୍କୁ ନିଲମ୍ବିତ କଲେ ନିର୍ବାଚନ ଆୟୋଗ, ଫଳାଫଳ ପୂର୍ବରୁ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିଥିଲେ

ତେଲେଙ୍ଗାନା ନିର୍ବାଚନର ଫଳାଫଳ ମଧ୍ୟ ସାମ୍ନାକୁ ଆସିଛି। ଏଠାରେ ବହୁମତ ପାଇଛି କଂଗ୍ରେସ। ଗୋଟିଏ ପଟେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଥିବା ବେଳେ ଅନ୍ୟପଟେ ମତଦାନ ସମୟରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିବା ଡିଜିପିଙ୍କୁ ମହଙ୍ଗା ପଡ଼ିଛି। ସୂତ୍ରରୁ ଜଣାପଡ଼ିଛି ଯେ…

ଆଉ କରିବାକୁ ପଡିବନି ଅପେକ୍ଷା, ଗୋଟେ ଘଣ୍ଟା ପୂର୍ବରୁ ଜଣାପଡିବ ପାଞ୍ଚ ରାଜ୍ୟ ମଧ୍ୟରେ କିଏ ଗଢ଼ିବ ସରକାର

ଏବେ ଟିଭି ଚ୍ୟାନେଲ ଗୁଡିକ ଏକଜିଟ୍‌ ପୋଲକୁ ୧ ଘଣ୍ଟା ପୂର୍ବରୁ ଦେଖାଇପାରିବେ । ନିର୍ବାଚନ ଆୟୋଗ ନୋଟିଫିକେସନ୍‌ ଜାରି କରି ଏହି ପରିବର୍ତ୍ତନର ସୂଚନା ଦେଇଛି । ନିର୍ବାଚନ କମିଶନ ଏକଜିଟ୍ ପୋଲ୍ ଦେଖାଇବାର ସମୟକୁ ନେଇ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ନୂଆ ନୋଟିଫିକେସନ୍‌ ଅନୁଯାୟୀ,…

‘ପନୌତି’ ବୟାନ ପାଇଁ ରାହୁଲ ଗାନ୍ଧିଙ୍କ ଅଡ଼ୁଆ ବଢ଼ିଲା, ନୋଟିସ୍‌ ଜାରି କଲେ ନିର୍ବାଚନ କମିଶନର

‘ପନୌତି’ ବୟାନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନୋଟିସ୍‌ ଜାରି କରିଛନ୍ତି ନିର୍ବାଚନ କମିଶନର(ଇସି)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରି ରାହୁଲ ପନୌତି ଶବ୍ଦ ବ୍ୟବହାର କରିଥିଲେ। ରାହୁଲଙ୍କ ଏହି ବୟାନ ପାଇଁ ଇସି ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଇଛନ୍ତି।…

୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ, ଡିସେମ୍ବର ୩ରେ ଗଣତି

ଦେଶର ୫ ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର ୭ ତାରିଖରେ ମିଜୋରାମ, ଛତିଶଗଡରେ ୭ ଏବଂ ୧୭ ନଭେମ୍ବର, ୧୭ ତାରିଖରେ…

ଦେଶର ୫ଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ, ଆଜି ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ

ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବାଜିବ ବିଗୁଲ । ନିର୍ବାଚନ ନେଇ ଆଜି ଘୋଷଣା ହେବ ତାରିଖ । ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ଅପରାହ୍ନ ୧୨ଟାରେ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି । CEC Rajiv…

ଖୁବ୍ ଶୀଘ୍ର ବାଜିବ ନିର୍ବାଚନ ବିଗୁଲ, ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କାଲି

୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ଖୁବ୍ ଶୀଘ୍ର ହୋଇପାରେ ତାରିଖ ଘୋଷଣା। ଏଥିପାଇଁ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ନିର୍ବାଚନ କମିଶନ। ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ନିର୍ବାଚନ ଆୟୋଗର ସୁନିଶ୍ଚିତତା ପାଇଁ ଶୁକ୍ରବାର ପର୍ଯ୍ୟବେକ୍ଷକମାନଙ୍କର ଏକ ବୈଠକ ଡକାଯାଇଛି।…

ଓଡ଼ିଶା ଗସ୍ତରେ EC ଟିମ,ନିର୍ବାଚନ ପ୍ରସ୍ତୁତି ନେଇ କଲେ ସମୀକ୍ଷା

କେନ୍ୟୁଜ୍(ବ୍ୟୁରୋ):  ନିର୍ବାଚନ କମିଶନ-EC ଟିମର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା । ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ EC ଟିମ ଓଡ଼ିଶା ଗସ୍ତରେ ଆସି ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରୁଛନ୍ତି। ଭୁବନେଶ୍ବର ଖାରବେଳ ଭବନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଟିମ ସହ ସମସ୍ତ ଜିଲ୍ଲାର…

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା, ଆସନ୍ତା ମେ ୧୦ ତାରିଖରେ ହେବ ଭୋଟ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଆସନ୍ତା ମେ ୧୦ ତାରିଖରେ ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଛି । ତାରିଖ ଘୋଷଣା କଲେ ସିଇସି ରାଜୀବ କୁମାର । ପ୍ରଥମ ପର୍ଯ୍ୟାୟରେ ୧୦ ତାରିଖରେ ହେବ ନିର୍ବାଚନ । ୨୨୪ ଆସନ ପାଇଁ ୫ କୋଟି ୨୧ ଲକ୍ଷ ଭୋଟର ଭୋଟ…

ନିର୍ବାଚନୀ ଚିହ୍ନ ଏବଂ ନାମ ହାସଲ କରିବା ପାଇଁ ୨୦୦୦ କୋଟି ଟଙ୍କାର ଡିଲ୍‌, ଜଲଦି ହେବ ଖୁଲାସା : ସଞ୍ଜୟ ରାଓ୍ଵତ

ନିର୍ବାଚନ କମିଶନ ଶୁକ୍ରବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ସେନା ଗୋଷ୍ଠୀକୁ ‘ଶିବସେନା’ ନାମ ଏବଂ ଦଳର ‘ଧନୁ ଓ ତୀର ଚିହ୍ନ’ ପ୍ରଦାନ କରିଥିବାରୁ ଭଡକିଛନ୍ତି ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଓ୍ଵତ । ସଞ୍ଜୟ ରାଓ୍ଵତ କହିଛନ୍ତି, ନିର୍ବାଚନୀ…

ଏଣିକି ଦେଶର ଯେଉଁ ସ୍ଥାନରେ ଥିଲେ ବି ଦେଇପାରିବେ ଭୋଟ୍‌ : ନିର୍ବାଚନ ଆୟୋଗଙ୍କ ବଡ ଘୋଷଣା

ନୂଆଦିଲ୍ଲୀ : ଭୋଟରଙ୍କ ପାଇଁ ନିର୍ବାଚନ ଆୟୋଗଙ୍କ ବଡ ଘୋଷଣା। ଏଣିକି ଦେଶର ଯେଉଁ ସ୍ଥାନରେ ଥିଲେ ବି ଭୋଟ୍‌ ଦେଇପାରିବେ ଭୋଟର। ବର୍ତ୍ତମାନ ନିର୍ବାଚନ ସମୟରେ ଘରରୁ ଦୂରରେ ଥିବା ଭୋଟର୍ ଯଦି ଭୋଟ୍ ଦେବାକୁ ଚାହିଁବେ, ତେବେ ସେମାନଙ୍କୁ ଆଉ ନିଜ ବୁଥ୍‌କୁ ଆଉ ଆସିବାକୁ ପଡ଼ିବ ନାହିଁ। ଦେଶର…

ଗୁଜରାଟରେ ବିଜେପିକୁ ଲାଗିଲା ଶକ୍ତ ଝଟ୍‌କା, ନିର୍ବାଚନ ଅୟୋଗ ଶୁଣିଲେନି ଗୁହାରି

ଆସନ୍ତା ଡିସେମ୍ବର ୧ ଏବଂ ୫ ତାରିଖରେ ଗୁଜରାଟରେ ହେବାକୁ ଯାଉଛି ନିର୍ବାଚନ । ଏହି ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ୧୨ ନଭେମ୍ବର ଛୁଟି ଦିନରେ ନାମାଙ୍କନ ଭରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଗୁହାରି କରିଥିଲା । ଏହି ଦିନ ସରକାରୀ ନିୟମ ଅନୁସାରେ ମାସର ୨ୟ ଏବଂ ୪ର୍ଥ…

ଇମ୍ରାନ ଖାନଙ୍କୁ ଲାଗିଲା ବଡ ଝଟକା, ଅଯୋଗ୍ୟ ଘୋଷଣା କରି ସାଂସଦ ପଦ ରଦ୍ଦ କଲେ ନିର୍ବାଚନ କମିଶନ

ପାକିସ୍ତାନ ନିର୍ବାଚନ ଆୟୋଗ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୫ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଛି। ଏହାସହିତ ଇମ୍ରାନଙ୍କ ସାଂସଦ ପଦକୁ ରଦ୍ଦ କରିଛନ୍ତି ନିର୍ବାଚନ କମିଶନ। ଏହାପରେ ଇମ୍ରାନ ଆଉ ସଂସଦର ସଦସ୍ୟ ରହିପାରିବେ ନାହିଁ। ଇମ୍ରାନ ଖାନ ତୋଶଖାନା ବା ସରକାରୀ ଉପହାର ଜମା…