ମିଛ ପରିଚୟ ଦେଇ ବିବାହ କରିଥିଲେ ଯୁବକ, ଏବେ ବାନ୍ଧିଲା ପୋଲିସ
ଭୁବନେଶ୍ବର ଧଉଳି ଥାନାରୁ ସାମ୍ନାକୁ ଆସିଛି ଏକ ଠକେଇ ମାମଲା । ଏହି ମାମଲାରେ ଜଣେ ବ୍ୟକ୍ତି ମିଛ କହି ବିବହା କରିଥିବା ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ ଅଭିଯୋଗକାରିଣୀ ଜଣକ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗତ ତା.୧୮.୦୬.୨୦୨୨ ରେ ହିନ୍ଦୁ ରୀତିନୀତି ଅନୁଯାଇ ପାରିବାରିକ ସମ୍ମତି କ୍ରମେ ବିବାହ କରିଥିଲେ । ବିବାହ ସମୟରେ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନିକଟରେ ନିଜକୁ ଜଣେ ଚଳଚିତ୍ର ପ୍ରଯୋଜକ…
Read More...