ବିଜେପି ସାଂସଦ ଭି ଶ୍ରୀନିବାସଙ୍କ ପରଲୋକ, ପ୍ରଧାନମନ୍ତ୍ରୀ ପ୍ରକାଶ କଲେ ଶୋକ
ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭି ଶ୍ରୀନିବାସ ପ୍ରସାଦଙ୍କ ପରଲୋକ ହୋଇଛି । ଗତକାଲି ରାତିରେ ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ତେବେ ମଲ୍ଟି ଅର୍ଗାନ ଫେଲୟୋର ହେବାରୁ ପରଲୋକ ହୋଇଥିବା ଜଣାପଡିଛି । ତାଙ୍କ ଅନ୍ତିମ ଦର୍ଶନ ପାଇଁ ମସୁରୀର ଜୟଲକ୍ଷ୍ମୀପୁରମ ଘରକୁ ଅଣାଯିବ । ତେବେ ତାଙ୍କ ମୃତ୍ୟୁରେ…
Read More...