Browsing Tag

rajyasabha

ଚାକିରୀ କରୁଥିବା ଲୋକଙ୍କୁ ସରକାର ଦେଲେ ବଡ ପୁରସ୍କାର, ଗ୍ରାଚ୍ୟୁଇଟି ପାଇଁ ଆଉ କରିବାକୁ ପଡ଼ିବନି ଅପେକ୍ଷା

ଦେଶର ଉଭୟ ସଂଗଠିତ ତଥା ଅସଂଗଠିତ ଶ୍ରମିକଙ୍କୁ ସୁବିଧା ଯୋଗାଇବା ପାଇଁ ରାଜ୍ୟସଭା ଦ୍ୱାରା ନୂତନ ଶ୍ରମ ବିଲ୍ ଅନୁମୋଦନ କରାଯାଇଥିଲା । ଚାକିରୀ କରୁଥିବା ଲୋକମାନେ ଏହି ନିୟମ ଦ୍ୱାରା ଉପକୃତ ହେବେ । ବର୍ତ୍ତମାନ ଗ୍ରାଚ୍ୟୁଇଟିରେ ନିୟୋଜିତ ଲୋକଙ୍କୁ ଆଉ ପାଞ୍ଚ ବର୍ଷ ଅପେକ୍ଷା କରିବାକୁ ପଡିବ…

କରୋନା ଭାଇରସ ସତର୍କତା ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ହେଲା ରାଜ୍ୟସଭା ନିର୍ବାଚନ

ନୂଆଦିଲ୍ଲୀ: କରୋନା ଭାଇରସ କାରଣରୁ ସ୍ଥଗିତ ହେଲା ରାଜ୍ୟସଭା ନିର୍ବାଚନ । ଆସନ୍ତା ୨୬ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନକୁ ସ୍ଥଗିତ କଲେ ଭାରତୀୟ ନିର୍ବାଚନ କମିଶନ । କରୋନା ଭାଇରସ ସତର୍କତା କାରଣରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟସଭା ନିର୍ବାଚନ ସ୍ଥଗିତ କଲେ ଭାରତୀୟ ନିର୍ବାଚନ…

ରାଜ୍ୟସଭାକୁ ନିର୍ବାଚିତ ହେଲେ ବିଜେଡିର ଚାରି ପ୍ରାର୍ଥୀ, ସମସ୍ତଙ୍କୁ ସାର୍ଟିଫିକେଟ ପ୍ରଦାନ କଲେ ରିଟର୍ଣ୍ଣିଂ ଅଫିସର

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟସଭାକୁ ନିର୍ବାଚିତ ହେଲେ ବିଜେଡିର ଚାରି ପ୍ରାର୍ଥୀ । ସୁବାସ ସିଂ, ସୁଜିତ କୁମାର, ମୁନା ଖାଁ ଓ ମମତା ମହନ୍ତଙ୍କ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସମସ୍ତଙ୍କୁ ସାର୍ଟିଫିକେଟ ପ୍ରଦାନ କରିଛନ୍ତି ରିଟର୍ଣ୍ଣିଂ ଅଫିସର । ଏପ୍ରିଲ ୨ ତାରିଖରେ ରାଜ୍ୟସଭାରେ…

୪ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା । ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ନବୀନ । ସୁବାସ ସିଂଙ୍କୁ ମିଳିଲା ରାଜ୍ୟସଭା ଟିକେଟ୍‌ । ମୁନ୍ନା ଖାଁ ଓ ସୁଜିତ କୁମାର ଯିବେ ରାଜ୍ୟସଭା । ମମତା ମହନ୍ତ ହେବେ BJD ରାଜ୍ୟସଭା ପ୍ରାର୍ଥୀ । ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି…

ଓଡ଼ିଶାର ୪ରାଜ୍ୟସଭା ଆସନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ

ଭୁବନେଶ୍ବର : ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ। ଓଡ଼ିଶାର ୪ଆସନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ। ସରୋଜିନୀ ହେମ୍ବ୍ରମ୍‌, ନରେନ୍ଦ୍ର କୁମାର ସ୍ୱାଇଁ ଓ ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ଶେଷ ହେଉଛି ।…

ରାଜ୍ୟସଭାରେ ମହାନଦୀ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର, ଓଡିଆରେ କହିଲେ ଭାଷଣ

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟସଭାରେ ମହାନଦୀ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ଟ୍ରିବ୍ୟୁନାଲ ଗଠନ ହେବାର ୨ ବର୍ଷ ହୋଇଗଲାଣି, ହେଲେ ଏପର୍ଯ୍ୟନ୍ତ କୌଣସି ଫଇସଲା ହୋଇପାରିଲା ନାହିଁ । ଆନ୍ତଃରାଜ୍ୟ ଜଳ ବିବାଦ ନେଇ ବାରମ୍ବାର କେନ୍ଦ୍ର ନିକଟରେ ଦାବି କରାଯାଇଥିଲେ ମଧ୍ୟ କୌଣସି…

ବିଜେଡିକୁ ପ୍ରଶଂସାରେ ପୋତି ପକାଇଲେ ମୋଦି,  କହିଲେ ପାର୍ଲାମେଣ୍ଟ ନୀତି ନିୟମକୁ ସବୁ ବେଳେ ମାନି ଆସିଛି ବିଜେଡି

କେନ୍ୟୁଜ୍(ବ୍ୟୁରୋ):   ରାଜ୍ୟସଭାରେ ବିଜେଡିକୁ ପ୍ରଧାନମନ୍ତ୍ରୀଙ୍କ ଭୂୟସୀ ପ୍ରଶଂସା। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ପାର୍ଲାମେଣ୍ଟ ନୀତି ନିୟମକୁ ସବୁବେଳେ ମାନି ଚାଲିଆସିଛି ବିଜେଡି । କେବେବି ଗୃହର ମଧ୍ୟଭାଗକୁ ଆସି ବିଜେଡି ସାଂସଦମାନେ ହଟ୍ଟଗୋଳ କରି ନାହାନ୍ତି । ତେବେ ଉଚିତ ଢଙ୍ଗରେ…

କଶ୍ମୀରରେ ଉନ୍ନୟନମୂଳକ କାମ ହୋଇପାରିବ, ସାମ୍ବାଦିକ ସମ୍ମିଳନୀରେ ମତ ରଖିଲେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ

ଜମ୍ମୁ କାଶ୍ମୀରରୁ ୩୭୦ ଓ ୩୫(ଏ) ଧାରା ଉଛେଦ ଏକ ଐତିହାସିକ ପଦକ୍ଷେପ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ସାହସିକ ପଦକ୍ଷେପ ନେଇଛନ୍ତି। ଧାରା ଉଚ୍ଛେଦ ହେବା ପରେ ଜାମ୍ମୁକାଶ୍ମୀର ଓ ଲଦାଖରେ ପରିସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ଆଗାମୀ ଦିନରେ…

ପୁଣି ରାଜ୍ୟସଭାକୁ ଫେରିବେ ମନମୋହନ ସିଂ, କାଲି ରାଜସ୍ଥାନରୁ ଦାଖଲ କରିପାରନ୍ତି ନାମାଙ୍କନ

ପୁଣି ରାଜ୍ୟସଭାକୁ ଫେରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଆସନ୍ତାକାଲି ରାଜସ୍ଥାନରୁ ନାମାଙ୍କନ ଦାଖଲ କରି ପାରନ୍ତି ମନମୋହନ ସିଂହ। ମନମୋହନଙ୍କୁ ରାଜସ୍ଥାନରୁ ମନୋନିତ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ବିଜେପି ସାଂସଦ ମଦନ ଲାଲ ସାଇନିଙ୍କ ଦେହାନ୍ତ ପରେ ଆସନଟି ଖାଲି…

ରାଜ୍ୟସଭାରେ ଉଠିଲା ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗ, ପଦକ୍ଷେପ ନେବାକୁ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଦାବି

ନୂଆଦିଲ୍ଲୀ(କେନ୍ୟୁଜ୍): ଚଳିତ ବଜେଟ୍‌ ବେଷ୍ଟ ବଜେଟ୍‌ ନୁହଁ । ବଜେଟ୍‌ରୁ ନିଯୁକ୍ତି ସୁଯୋଗ ଆଶା କରାଯାଉଥିଲା । ତେବେ ବଜେଟ୍‌ ପରେ ସେନସେକ୍ସ ଖସିଲା । କାହିଁକି ଏପରି ହେଲା, ସେନେଇ ଅର୍ଥମନ୍ତ୍ରୀ କହିବା ଉଚିତ ବୋଲି ବଜେଟ୍‌ ଆଲୋଚନାରେ ଭାଗ ନେଇ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ…

ଅଶ୍ୱିନୀଙ୍କ ରାଜ୍ୟସଭା ପ୍ରାର୍ଥି ଦ୍ୱନ୍ଦ୍ୱ ଉପରୁ ପରଦା ଉଠାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର କେନ୍ୟୁଜ୍: ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥିତ୍ୱ ଦ୍ୱନ୍ଦ୍ୱ ଉପରୁ ପରଦା ଉଠାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱ ନେଇ ତାଙ୍କ ସହ କଥା ହୋଇଥିଲେ। ବିଜେଡି ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ…

ହରିପ୍ରସାଦ ହେବେ ୟୁପିଏ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ

ନୂଆଦିଲ୍ଲୀ : ଏନସିପିର ବନ୍ଦନା ଚଭନ ନୁହନ୍ତି, କଂଗ୍ରେସର ବି.କେ. ହରିପ୍ରସାଦ ହେବେ ୟୁପିଏ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ । ଗତକାଲି ୟୁପିଏ ପ୍ରାର୍ଥୀ ନେଇ ବନ୍ଦନା ଚଭନଙ୍କ ନାଁ ଚର୍ଚ୍ଚା ହେଉଥିଲା । ହେଲେ ଆଜି ବି.କେ. ହରିପ୍ରସାଦ ପ୍ରାର୍ଥୀ ହେବେ ବୋଲି କୁହାଯାଉଛି । ବି.କେ.…