ଆମେ ଦୈନନ୍ଦିନ ଜୀବନରେ ପିଉଥିବା ଚା’ ଏହି ଶବ୍ଦ ପ୍ରକୃତରେ କେଉଁ ଭାଷାରୁ ଆସିଛି । କ’ଣ ଆପଣ ଜାଣିଛନ୍ତି କିି ?
ଚା’ ସବୁଠାରୁ ଅଧିକ ପିଆଯାଉଥିବା ଓ ସବୁଠାରୁ ପୁରାତନ ଏକ ଗରମ ଜାତୀୟ ପାନୀୟ । ପିଇବା ପାଣି ପରେ ଏହା ୩ୟ ସବୁଠାରୁ ଜଣାଶୁଣା ପାନୀୟ । ସମଗ୍ର ବିଶ୍ୱରେ ଚା ପ୍ରେମୀଙ୍କ ଅଭାବ ନାହିଁ । କିଛି ଲୋକ ଏହି ପାନୀୟ ବିଷୟରେ ଏତେ ପାଗଳ ଯେ ସେମାନେ ଗୋଟିଏ ଦିନରେ କେତେ କପ୍ ଚା ପିଇପାରିବେ ତାହା ଗଣନା…