ଧରାପଡ଼ିବା ପରେ ଗାଁ ଲୋକଙ୍କ ଆଗରେ ଭୁଲ ମାନିଲେ ହେଲେ ତଥାପି ପୋଲିସ୍ ଗିରଫ କରୁନାହିଁ
ମହାକାଳପଡା (କେନ୍ୟୁଜ) : ସ୍ତ୍ରୀ ସହ ହୋଇଛି ଦୁର୍ବ୍ୟବହାର । ସ୍ୱାମୀ ଚାହୁଁଛି ନ୍ୟାୟ। କିନ୍ତୁ ନ୍ୟାୟ ବଦଳରେ ମିଳୁଛି ଧମକ ଚମକ । ସ୍ତ୍ରୀ ବି ଯେତେ କହୁଛନ୍ତି ତାଙ୍କ ସହ କଣ ହୋଇଛି କଣ ଘଟିଛି ତଥାପି ତାଙ୍କୁ ମିଳୁନି ନ୍ୟାୟ । ଶୁଣନ୍ତୁ ତାଙ୍କ ମୁହଁରୁ କଣ ଘଟିଛି ତାଙ୍କ ସହ । ଆଜ୍ଞା ଶୁଣିଲେ ତ ମହିଳା ଜଣଙ୍କ କଣ କହିଲେ, ତାଙ୍କୁ କୁଆଡେ ଦୁର୍ବ୍ୟବହାର ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଲୁଣା ଘେରି…
Read More...