କଖାରୁ ଭିତରେ ଲୁଚାଯାଇଥିଲା ୩.୫ କୋଟି ଟଙ୍କା ମୂଲ୍ୟର ହେରୋଇନ୍, ୨ ଡ୍ରଗ୍ସ ଚୋରା ଚାଲାଣକାରୀ ଗିରଫ
କଖାରୁ ଭିତରେ ଲୁଚାଯାଇଥିଲା ୩.୫ କୋଟି ଟଙ୍କା ମୂଲ୍ୟର ହେରୋଇନ୍ । ଗୁରୁବାର ଏଠାରେ ଆସାମ ରାଇଫଲ୍ସ ଏବଂ ମଣିପୁର ପୋଲିସ ମିଳିତ ଚଢ଼ାଉ କରି ଏହାକୁ ଜବତ କରିଛନ୍ତି, ଯାହା ପଡ଼ୋଶୀ ଦେଶ ମିଆଁମାରରୁ ଚୋରା ଚାଲାଣ କରି ଅଣାଯାଉଥିବା ସନ୍ଦେହ କରାଯାଉଛି ।
ପୋଲିସ ମୁତାବକ, ଏକ ଗୁପ୍ତ ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୁରକ୍ଷା ବାହିନୀ ଜିରିବାମ୍ରେ ଫିରଜାୱଲ୍ ଜିଲ୍ଲାର ଟିପାଇମୁଖରୁ ଦକ୍ଷିଣ ଆସାମର…
Read More...