ପ୍ରତିଦିନ ଫଲୋ କରନ୍ତୁ ଏହି ଡାଏଟ୍ ପ୍ଲାନ୍, ନିୟନ୍ତ୍ରଣରେ ରହିବ ଡାଇବେଟିସ୍
ଭାରତରେ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ଅନ୍ୟ ଦେଶ ତୁଳନାରେ ଦ୍ରୁତ ଗତିରେ ବଢି ଚାଲିଛି । ଏହାର ସବୁଠାରୁ ବଡ କାରଣ ହେଉଛି ଲୋକମାନଙ୍କର ଖରାପ ଲାଇଫ୍ ଷ୍ଟାଇଲ ଏବଂ ଶାରୀରିକ କାର୍ଯ୍ୟକଳାପର ଅଭାବ । ତେବେ ଡାଇବେଟିସ୍ରେ ଇନସୁଲିନ୍ କମ୍ ଉତ୍ପନ୍ନ ହୁଏ ଯେଉଁଥିପାଇଁ ଲୋକଙ୍କ ହାର୍ଟ, ଆଖି ଏବଂ କିଡନୀ ମଧ୍ୟ ପ୍ରଭାବିତ ହୋଇଥାଏ । କିଛି ଅନୁସନ୍ଧାନ ଅନୁଯାୟୀ, ଭାରତର ୧୨ ରୁ ୧୮ ପ୍ରତିଶତ ଯୁବକଙ୍କ ମଧ୍ୟରେ ଡାଇବେଟିସ୍ ହେବାର…
Read More...