ରାତିରେ ଚାଲିଥିବା ଚେକିଙ୍ଗ, ଗାଡି ଭିତରୁ ଲକ୍ଷ ଲକ୍ଷ ଟଙ୍କା ଜବତ କଲା ପୋଲିସ୍
ଟିଟିଲାଗଡ(କେନ୍ୟୁଜ୍): ସାରା ରାଜ୍ୟରେ କଡାକଡି ହୋଇଛି ଗାଡି ଚେକିଙ୍ଗ । ବିଭିନ୍ନ ସ୍ଥାନରେ ଚାଲିଛି ଧରପଗଡ଼ । ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଚେକିଂକୁ କରାଯାଇଛି ଜୋରଦାର । ଆଗାମୀ ସାଧାରଣ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ କରିବା ପାଇଁ ପ୍ରଶାସନ ତରଫରୁ ପ୍ରତ୍ୟେକ ସ୍ଥାନରେ କଡାକଡି ଭାବରେ ଚେକିଂ କରାଯାଉଛି । ଫ୍ଲାଇଂ ସ୍କ୍ୱାର୍ଡ ଓ SST ଟିମ୍ ତଥା ପୋଲିସର ମିଳିତ ସହଯୋଗରେ ଗଣିଆ, ଦଶପଲ୍ଲା, ନୂଆଗାଁ ଓ…
Read More...