ଝିଅ ମୃତ୍ୟୁରେ ଉତ୍ତ୍ୟକ୍ତ ହୋଇ ଶାଶୁଘରେ ନିଆଁ ଲଗାଇଦେଲେ ବାପଘର ଲୋକେ, ୨ ମୃତ
ଶାଶୁଘରେ ଝିଅ ମରିଥିବା ଜାଣିବା ପରେ ବାପଘର ଲୋକ ଘଟାଇଲେ ଜଘନ୍ୟ କାଣ୍ଡ । ଉତ୍ତ୍ୟକ୍ତ ହୋଇ ଝିଅର ଶାଶୁଘରେ ନିଆଁ ଲଗାଇଦେଲେ ବାପଘର ଲୋକ । ନିଆଁ ଲାଗିବା ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଉତ୍ତରପ୍ରଦେଶ ପ୍ରୟାଗରାଜରେ ଏଭଳି ଘଟଣା ଘଟିଛି ।
ଖବର ମୁତାବକ, ଧୁମନଗଂଜ ଝଲବାରେ ରହୁଥିବା ଅଂଶିକା କେଶରୱାନୀ ୨୦୨୩ ଫେବୃଆରୀରେ ମୁଠିଗଞ୍ଜର ଅଂଶୁବିବାହ କରିଥିଲେ । ହେଲେ ଗତକାଲି ଅଂଶିକା ମୃତ୍ୟୁ ନିଜ ରୁମରେ…
Read More...