ନୋଟା ନିୟମ ବଦଳାଇବା ନେଇ ECIକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ଆମ ଦେଶରେ ଅଧିକାଂଶ ଭୋଟର କୌଣସି ନା କୌଣସି ଦଳ ସହ ସଂପୃକ୍ତ କିମ୍ବା ଦଳ ସପକ୍ଷରେ ଥାନ୍ତି । ସେହି ଅନୁସାରେ ସେମାନେ ପ୍ରାର୍ଥୀ ଅପେକ୍ଷା ଦଳକୁ ଦେଖି ଭୋଟ୍ ଦିଅନ୍ତି । କିଛି ନିଜ ବିବେକ ଅନୁଯାୟୀ କିମ୍ବା ସମ୍ପର୍କ ହେତୁ ପ୍ରାର୍ଥୀଙ୍କୁ ଦେଖି ମତଦାନ କରନ୍ତି ।
ଅନେକ ଲୋକ ନିର୍ବାଚନରେ ଆଗ୍ରହୀ ନଥାନ୍ତି କି ସେମାନେ ଭୋଟ୍ ଦିଅନ୍ତି ନାହିଁ । ତେବେ ନୋଟା ଆରମ୍ଭ ହେବା ପରେ ଆଉ କିଛି ଲୋକ ନିର୍ବାଚନରେ ଆଗ୍ରହୀ ଥିଲେ…
Read More...