Browsing Category

ଦେଶ ବିଦେଶ

ପ୍ରଥମ ଥର ପାଇଁ ଡ୍ରୋନ୍‌ ମାଧ୍ୟମରେ ଭ୍ୟାକ୍ସିନ ଡେଲିଭରି, ୧୫ କିଲୋମିଟର ଉଡିଲା ଡ୍ରୋନ୍‌

କେନ୍ୟୁଜ୍(ବ୍ୟୁରୋ): ଡ୍ରୋନ୍‌ ମାଧ୍ୟମରେ ପ୍ରଥମ ଥର ପାଇଁ ଭ୍ୟାକ୍ସିନ ଡେଲିଭରି । ଆଜି ମଣିପୁରରେ ICMR ପକ୍ଷରୁ ପ୍ରଥମଥର ପାଇଁ ଡ୍ରୋନ୍‌ ଦ୍ୱାରା ବିଷ୍ଣୁପୁର ଜିଲ୍ଲା ହସ୍ପିଟାଲରୁ ଲୋକତକ୍‌ ହ୍ରଦର କରଙ୍ଗ ଦ୍ୱୀପକୁ ଭ୍ୟାକ୍ସିନ୍‌ ପହଞ୍ଚାଇଥିଲା । ଡ୍ରୋନ ଦ୍ୱାରା ଏହି ସ୍ଥାନକୁ ଭ୍ୟାକ୍ସିନ…

କେରଳ ହାଇକୋର୍ଟଙ୍କ ରାୟ : ଶ୍ୱଶୁରଙ୍କ ସମ୍ପତ୍ତି ଉପରେ ଜ୍ୱାଇଁର ଅଧିକାର ନାହିଁ

ତିରୁଅନନ୍ତପୁରମ୍‌ : ଶ୍ୱଶୁରଙ୍କ ସମ୍ପତ୍ତି ଉପରେ ଜ୍ୱାଇଁର ଆଇନଗତ ଅଧିକାର ନାହିଁ। ଏମିତିକି ଶ୍ୱଶୁର ଘର ନିର୍ମାଣରେ ଯଦି ବି ସେ ଟଙ୍କା ଖର୍ଚ୍ଚ କରିଥିବେ ତଥାପି ସେଥିରେ ନିଜ ହକ୍‌ ଜାହିର କରି ପାରିବେ ନାହିଁ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଦେଇଛନ୍ତି କେରଳ ହାଇକୋର୍ଟ।…

୨୪ ଦିନର ପୁଅକୁ ଅତି ନିର୍ମମ ଭାବେ ହତ୍ୟା କଲା ବାପା, କହିଲା- ‘ତା’ ପାଇଁ ଖର୍ଚ୍ଚ କରିବାକୁ ଚାହୁଁନଥିଲି’

ବାପା ସାଜିଲା ପିଶାଚ। ନିଜ ହାତରେ ହିଁ ନିଜ ଛୁଆର ଜୀବନ ନେଇଗଲା। ଏଭଳି ଏକ ଛାତିଥରା ଘଟଣା ଦେଖିବାକୁ ମିଳିଛି ଆମେରିକାରେ। ଏଠାରେ ଏକ ରାକ୍ଷସ ବାପା ନିଜ ୨୪ ଦିନର ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରିଛି। ପୁଅକୁ ଏଭଳି ମାରିବା ପଛର କାରଣ ଶୁଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ। ଗିରଫ ହେବା…

ଆମେରିକା: ବିମାନରେ ଥିଲେ ୧୦୦ ଯାତ୍ରୀ, ପକ୍ଷୀ ଧକ୍କା ହେବାରୁ ଲାଗିଗଲା ନିଆଁ ! ଦେଖନ୍ତୁ ଉଦ୍ଧାର ବେଳର ଭିଡିଓ

ସୋସିଆଲ ମିଡିଆରେ ଏବେ ଏକ ବିମାନର ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ଲୋକେ ଏହାର ପାଇଲଟଙ୍କ ଉପସ୍ଥିତ ବୁଦ୍ଧିକୁ ପ୍ରଶଂସା କରୁଛନ୍ତି । ବାସ୍ତବରେ, ଏହି ବିମାନଟି ଯେତେବେଳେ ରନୱେରୁ ଉଡ଼ାଣ ଭରିବାକୁ ଯାଉଥିଲା, ସେହି ସମୟରେ ଏଥିରେ ନିଆଁ ଲାଗିଯାଇଥିଲା । କୁହାଯାଉଛି ଯେ ଏହି…

ମେଡିସିନରେ ନୋବେଲ୍‌ ପୁରସ୍କାର ଘୋଷଣା, ୨ ଜଣଙ୍କୁ ମିଳିତ ଭାବେ ନୋବେଲ

କେନ୍ୟୁଜ୍(ବ୍ୟୁରୋ):  ମେଡିସିନରେ ନୋବେଲ ଘୋଷଣା । ୨୦୨୧ ମସିହା ପାଇଁ ୨ ଜଣଙ୍କୁ ମିଳିତ ଭାବେ ମେଡିସିନରେ ନୋବେଲ ମିଳିବ । ସେମାନେ ହେଲେ ଡେଭିଡ ଜୁଲିଅସ ଓ ଅର୍ଡେମ ପାଟାପୋଟିଆନ୍‌ । ଶରୀରର ତାପମାତ୍ରା ଓ ସ୍ପର୍ଶ ପାଇଁ ଉଦ୍ଦିଷ୍ଟ ରିସେପ୍ଟର ଉଦ୍ଭାବନ କରିଥିବାରୁ ଦୁଇ ବିଜ୍ଞାନୀଙ୍କୁ…

ପ୍ରାଇଭେର୍ଟ ପାର୍ଟରେ ଛୁଞ୍ଚି ପଶିଯିବାରୁ ଛଟପଟ ହେଉଥିଲା ବାଳକ, ଏମିତି ବାହାର କଲେ ଡାକ୍ତର

ଏକ ୧୦ ବର୍ଷର ବାଳକର ପ୍ରାଇଭେର୍ଟ ପାର୍ଟରେ ଛୁଞ୍ଚି ଫସିଥିବା ଭଳି ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି ଇରାନ୍‌ରୁ। ପିଲାଟିର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରିବାର ଲୋକେ ତାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତା’ ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜନନାଙ୍ଗରେ…

ଦିନକ ପୂର୍ବରୁ ହୋଇଥିଲେ ଫାଷ୍ଟ ଡିଭିଜନ ପାସ୍‌, ହେଲେ ପରଦିନ ମା’, ବାପାଙ୍କ ପାଇଁ ଭାବବିହ୍ଵଳ କଥା ଲେଖି ବେକରେ ଲଗାଇ…

ରାଜସ୍ଥାନର ଚୁରୁରେ ଗୋଟିଏ ଦିନ ପୂର୍ବରୁ ଫାଷ୍ଟ ଡିଭିଜନରେ ପାସ୍ କରିଥିବା ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ସେ B.Sc ନର୍ସିଂ ତୃତୀୟ ବର୍ଷର ଛାତ୍ରୀ ଥିଲେ ଏବଂ ଧର୍ମସ୍ତପ ନିକଟରେ ଏକ ଭଡା ଘରେ ରହୁଥିଲେ। ପ୍ରିୟଙ୍କା କଟେଭା ନାମ୍ନୀ ଏହି ଛାତ୍ରୀଙ୍କ ବୟସ ମାତ୍ର ୨୨ ବର୍ଷ ଥିଲା | ତେବେ…

ଲଣ୍ଡନରେ ସିରିୟଲ ସେକ୍ସ ଆକ୍ରମଣକାରୀର ଉତ୍ପାତ, ପଛେ ପଛେ ଆସି ମହିଳାଙ୍କୁ କରୁଛି ଶିକାର; ଗୋଟିଏ ମାସରେ ୭ ମହିଳା…

କିଛିଦିନ ହେବ ଲଣ୍ଡନରେ ସିରିୟଲ୍‌ ସେକ୍ସ ଆକ୍ରମଣକାରୀର ଉତ୍ପାତ ବଢ଼ି ଯାଇଛି। ସେ ବିଭିନ୍ନ ସ୍ଥାନରେ ଆତଙ୍କରାଜ ଚଳାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣକାରୀକୁ ଧରିବା ପାଇଁ ପୋଲିସ ସଜାଗ ରହିଥିବା ବେଳେ ଏ ପର୍ଯ୍ୟନ୍ତ କିନ୍ତୁ କୌଣସି ବି ସୂଚନା ମିଳିପାରି ନାହିଁ। ଖବର ରହିଛି…

ଅବତରଣ କରିବା ପୂର୍ବରୁ କୋଠାରେ ଧକ୍କା ହେଲା ବିମାନ, ଜଣେ ପିଲା ସମେତ ୮ ମୃତ

ଇଟାଲୀର ମିଲନ ସହରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରନୱେରେ ଲ୍ଯାଣ୍ଡିଂ ପୂର୍ବରୁ ଲିନେଟ୍‌ ବିମାନବନ୍ଦରରୁ ଇଟାଲୀର ସର୍ଡ଼ିନିଆକୁ ଉଡ଼ାଣ ଭରିଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୮ ଜଣଙ୍କର ପ୍ରାଣହାନି ଘଟିଛି । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ମିଲନରେ ଥିବା ଦୁଇମହଲା…

‘ପାଣ୍ଡୋରା ପେପର୍ସ’ରେ ଧନୀଙ୍କ କଳା ସାମ୍ରାଜ୍ୟର ପର୍ଦ୍ଦାଫାସ୍‌, ବଢିପାରେ ୩୦୦ ଭାରତୀୟଙ୍କ ଅଡୁଆ

ନୂଆଦିଲ୍ଲୀ: ‘ପାଣ୍ଡୋରା ପେପର୍ସ’ରେ ଧନୀଙ୍କ କଳା ସାମ୍ରାଜ୍ୟର ପର୍ଦ୍ଦାଫାସ୍‌ । ବଢିପାରେ ୩ଶହ ଭାରତୀୟଙ୍କ ଅଡୁଆ । ଭାରତର ବହୁ ନାମୀଦାମୀ ଲୋକଙ୍କ ନାଁ ଏହି ରିପୋର୍ଟରେ ରହିଛି। ଅନୀଲ ଅମ୍ବାନୀ, ଜ୍ୟାକି ଶ୍ରଫ୍‌, ଅଜିତ କେରକର, ପୁରବୀ ମୋଦି, ବିନୋଦ ଆଦାନି, ମୀରା ରାଦିଆ, ଇକବଲ ମିରଚିଙ୍କ…

NCB ଅଫିସରେ ଆର୍ଯ୍ୟନଙ୍କୁ ରାତି ତମାମ୍ ଜେରା, ସୁଟିଂ ବାତିଲ କରି ସ୍ପେନରୁ ଫେରିଲେ ଶାହରୁଖ ଖାନ୍

ମୁମ୍ବାଇ: NCB ଅଫିସରେ ରାତି କାଟିଲେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ । ସୂଚନା ଅନୁସାରେ ଆର୍ଯ୍ୟନଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଛନ୍ତି NCB ଅଧିକାରୀ । ତାଙ୍କୁ ଦିନିକିଆ ରିମାଣ୍ଡରେ ନେବା ପରେ ପଚରାଉଚରା କରାଯାଇଛି । ତାଙ୍କ ସହ ମୁନମୁନ ଧମେଚା, ଓ ଅରବାଜ ମର୍ଚ୍ଚାଣ୍ଟଙ୍କୁ ମଧ୍ୟ…

ପତଞ୍ଜଳୀ ଗୁରୁକୁଳ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଜବତ ହେଲା ସୁଇସାଇଡ ନୋଟ

ନୂଆଦିଲ୍ଲୀ : ରବିବାର ଦିନ ଉତ୍ତରାଖଣ୍ଡର ହରିଦ୍ୱାରରେ ଥିବା ବୈଦିକ କନ୍ୟା ଗୁରୁକୁଳ ଠାରେ ଏକ ଯୁବତୀ ବିଲଡିଂରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସନ୍ଦେହଜନକ ପରିସ୍ଥିତିରେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ଜଣାପଡିଛି । ଆତ୍ମହତ୍ୟା କରିଥିବା ଯୁବତୀ ଜଣଙ୍କ ମଧ୍ୟପ୍ରଦେଶର ବାସିନ୍ଦା…