ସେମାନେ କିଏ? ଯେଉଁମାନେ ଭାରତୀୟ ହେବା ପରେ ବି ଦେଇପାରିବେନି ଭୋଟ୍
ଭାରତରେ ଲୋକଙ୍କୁ ନିଜ ସରକାର ବାଛିବା ପାଇଁ ନିଜସ୍ୱ ଅଧିକାର ରହିଛି । ଆମ ଦେଶରେ କୌଣସି ବ୍ୟକ୍ତିଙ୍କର ବୟସ ଯଦି ୧୮ ବର୍ଷ କିମ୍ବା ତାଠାରୁ ଅଧିକ ହୋଇଯାଏ ତାହେଲେ ତାଙ୍କୁ ଭୋଟ ଦେବାର ଅଧିକାର ରହିଛି । ଏମିତିରେ କଣ ଆପଣଙ୍କୁ ଜଣାଅଛି ଆମ ଦେଶରେ କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଦେଶର ନାଗରିକ ହେବା ପରେ ମଧ୍ୟ ଭୋଟ ଦେବାକୁ ଅଧିକାର ନାହିଁ । ଏହା ଆମେ କହୁନାହୁଁ ବରଂ ଭାରତର ସମ୍ବିଧାନ ହିଁ କହୁଛି । ତାହେଲେ ଆସନ୍ତୁ…
Read More...