JioCinema ଆଣିଲା ନୂଆ ସବସ୍କ୍ରିପସନ୍ ସର୍ଭିସ୍, ୨୯ ଟଙ୍କାରେ ପାଇବେ 4K କ୍ୱାଲିଟି ଭିଡିଓ
JioCinema ନିଜର ନୂଆ ସବସ୍କ୍ରିପସନ୍ ସର୍ଭିସ୍ 'JioCinema Premium' ଲଞ୍ଚ କରିଛି । ଗୋଟିଏ ଡିଭାଇସରେ JioCinema ବ୍ୟବହାର କରିବା , ଖରାପ ଭିଡିଓ କ୍ୱାଲିଟି ଏବଂ ଦାମୀ ସବସ୍କ୍ରିପସନ୍ ଭଳି ପୂର୍ବ ସମସ୍ୟାଗୁଡିକ ହଟାଇବା ପରେ JioCinema ବର୍ତ୍ତମାନ ମାସକୁ ମାତ୍ର ୨୯ ଟଙ୍କା ରୁ ଆରମ୍ଭ ହୋଇଥିବା ପ୍ଲାନ୍ ଦେଉଛି । ଏହି ପ୍ଲାନଗୁଡିକରେ ଆପଣ ବିନା ଆଡ୍ ଥିବା ଫିଲ୍ମ ଦେଖି ପାରିବେ, 4K ଭିଡିଓ କ୍ୱାଲିଟି ଏବଂ ଅଫଲାଇନରେ…
Read More...