ଟ୍ରାକରେ ରିଲ୍ସ କରିବା ଯୁବକଙ୍କୁ ପଡିଲା ଭାରି, ଚଢ଼ିଗଲା ନୀଳାଚଳ ଏକ୍ସପ୍ରେସ୍
ବାଲେଶ୍ୱର (କେନ୍ୟୁଜ): ଟ୍ରେନ ଟ୍ରାକରେ ରିଲ୍ସ କରିବା ଯୁବକଙ୍କୁ ପଡିଲା ଭାରି । ରିଲ୍ସ କରୁଥିବା ବେଳେ ଚଢ଼ିଗଲା ନୀଳାଚଳ ଏକ୍ସପ୍ରେସ୍ । ଗତକାଲି ଅପରାହ୍ନରେ ଏପରି ମର୍ମନ୍ତୁଦ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ସବିରା ରେଳ ଷ୍ଟେସନ୍ ନିକଟରେ ଘଟିଛି। ସବିରା ଷ୍ଟେସନ ଠାରୁ ୨ ଶହ ଶହ ମିଟର ଦୂରରେ ଏଭଳି ଦୁଃଖଦ ଘଟଣା ଘଟଣା ଘଟିଛି ।
ନିକଟସ୍ଥ ଗ୍ରାମରେ ଯୁବକମାନଙ୍କର ଦ୍ୱାରା ଆୟୋଜିତ ନାଟକରେ ଭାଗ ନେବାକୁ ଭଦ୍ରକ ବାଣିତିଆ…
Read More...