ନିଆଁ ଲାଗି ଜଳିଗଲା ବସ୍, ବର୍ତ୍ତିଗଲେ ଯାତ୍ରୀ
ଢେ଼ଙ୍କାନାଳ (କେନ୍ୟୁଜ): ନିଆଁ ଲାଗି ଜଳିଗଲା ଯାତ୍ରୀବାହୀ ବସ୍ । ଢେଙ୍କାନାଳ ଜିଲ୍ଲା ଏନ୍ଏଚ୍ ୫୫ ଆନନ୍ଦନଗର ସ୍ଥିତ ସୂର୍ଯ୍ୟ ପେଟୋଲ ପମ୍ପ ସମ୍ମୁଖରେ ବସରେ ନିଆଁ ଲାଗିଯାଇଛି । ଘରୋଇ ବସଟି ତାଳଚେରରୁ ଭୁବନେଶ୍ଵରକୁ ଯାଉଥିବା ବେଳ ଏପରି ଅଘଟଣ ଘଟିଛି । ଦମକଳ ବାହିନୀ ଦ୍ବାରା ନିଆଁକୁ ଆୟତ୍ତ କରାଯାଇଛି ।
ବସରେ ଥିବା ଲୋକ ମାନେ ନିଆଁ ଲାଗିଲା ମାତ୍ରା ତଳକୁ ଓହ୍ଲାଇ ପଡ଼ିଥିଲେ । କୌଣସି ଯାତ୍ରୀଙ୍କର କିଛି କ୍ଷତି…
Read More...