ନଦୀରେ ବୁଡି ଯୁବତୀ ନିଖୋଜ
ଲମତାପୁଟ : ନଦୀରେ ବୁଡି ଯୁବତୀ ନିଖୋଜ। ଦିନ ୧୨ ଟା ସମୟରେ ନିଜ ସାଙ୍ଗ ସାଥୀଙ୍କ ସହ ଜଲାପୁଟ ନଦୀକୁ ଗାଧୋଇବାକୁ ଯାଇଥିଲେ ଖିନିମୁଙ୍ଗ ଗ୍ରାମର ନମିତା ବଡ଼ନାୟକ(୧୮) । ତେବେ ଗାଧୋଇବା ବେଳେ ପାଣିରେ ବୁଡି ନିଖୋଜ ହୋଇଯାଇଛନ୍ତି l ଘଟଣାସ୍ଥଳରେ ଜଲାପୁଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଲମତାପୁଟ ଅଗ୍ନିଶମ ବିଭାଗ ନଦୀରେ ଖୋଜା ଜାରି ରଖିଛି l
Read More...