Odisha News
.

କଟକରେ ପୁଣି ନକଲି ତେଲ କାରଖାନା ଠାବ

oilକଟକ:  ପୁଣି ନକଲି ତେଲ କାରଖାନା ଠାବ। ଜଗତପୁରରେ ନକଲି ସୋରିଷ ତେଲ ଓ ରିଫାଇନ ତେଲ କାରଖାନା ଠାବ କରିଛି କମିଶନରେଟ ପୋଲିସ। ବ୍ରାଣ୍ଡେଡ କମ୍ପାନୀର ଲେବଲ ଦେଇ ପ୍ରସ୍ତୁତ ହେଉଥିଲା ତେଲ। ଏହାପରେ ଏହାକୁ ବଜାରକୁ ଛଡାଯାଉଥିଲା। ବିପୁଳ ପରିମାଣର ନକଲି ତେଲ ଜବତ କରିବା ସହ ଏକାଧିକ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି।

Leave A Reply

Your email address will not be published.