ଆଜି ଦିନ ୧୧ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଆଜି ଦିନ ୧୧ଟାରେ ମନ୍‌ କି ବାତ୍‌ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ କରୋନା ମୁକାବିଲା ଓ ଲକଡାଉନ୍‌ ୫.୦କୁ ନେଇ ପ୍ରଧାନମନ୍ତ୍ରୀ କହିପାରନ୍ତି ବୋଲି ଆଶା କରାଯାଉଛି । କହିରଖିବା ଉଚିତ ହେବକି ଆଜି ଦେଶରେ ଜାରି ହୋଇଥିବା ୪.୦ ଲକ ଡାଉନ ଅବଧି ସରିବାକୁ ଯାଉଛି ।

Leave A Reply

Your email address will not be published.