Odisha News

କବିସୂର୍ଯ୍ୟନଗରରେ ନାବାଳିକାକୁ ଦୁଷ୍କର୍ମ ଘଟଣା : ୩ ଅଭିଯୁକ୍ତ ଗିରଫ

ଗଞ୍ଜାମ : କବିସୂର୍ଯ୍ୟନଗର ବାଲିଛାଇ ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ୩ ଅଭିଯୁକ୍ତ ଗିରଫ। ୨୧ଦିନ ପରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲସରା ପୋଲିସ ।

Loading...

Leave A Reply

Your email address will not be published.