ବିଶ୍ଵଶାନ୍ତି ନାମଯଜ୍ଞରେ ପ୍ରମୁଖ ଆକର୍ଷଣ ସାଜିଛି ୫୫ ଲକ୍ଷରେ ନିର୍ମିତ ଘୁର୍ଣ୍ଣୀୟମାନ କୁଞ୍ଜଘର
ସୁବର୍ଣ୍ଣପୁର : ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ । ହରେ ରାମ ହରେ ରାମ,ରାମ ରାମ ହରେ ହରେ । ମୃଦଙ୍ଗ ଓ ତାଳର ସୁରେ ସୁରେ ଚାଲିଛି ନାମ ସଂକୀର୍ତ୍ତନ । ନୃତ୍ୟ ଗୀତରେ ମସଗୁଲ ଅଛନ୍ତି ଶ୍ରଦ୍ଧାଳୁ । ଆଉ ଏପଟେ ଦେଖନ୍ତୁ କୁଂଜଘର ଭିତରେ କିଭଳି ରାଧାକୃଷ୍ଣଙ୍କ ଆଗରେ ଘିରି ଘିରି ହୋଇ ବୁଲୁଛନ୍ତି ଅଷ୍ଟଶଖି ଓ ନିତାଇ ଗୌଡ । ଆଉ ଦେଖନ୍ତୁ ଟିକିଏ କୁଞ୍ଜ ଘରର ବାହାର ଦୃଶ୍ୟକୁ । ୯୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି…
Read More...