Browsing Tag

bollywood actor sonu sood

ସବିତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ସୋନୁ ସୁଦ, ଦେଲେ ଅକ୍ସିଜେନ ସିଲିଣ୍ଡର

ଦେହ ଅସୁସ୍ଥ କାରଣରୁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ଭେଟେରାନ ଅଭିନେତ୍ରୀ ସବିତା ବଜାଜ। ଅକ୍ସିଜେନ ଅଭାବ ହେତୁ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା। ଏହି ସମୟରେ ସବିତାଙ୍କ ପାଖରେ ଥିବା ନୂପୁର ଅଳଙ୍କାର ଫିଲ୍ମ ଇଣ୍ଡଷ୍ଟ୍ରିରୁ ସହାୟତାର ନେହୁରା କରିଛନ୍ତି। ଶରୀରରେ ଅକ୍ସିଜେନର ମାତ୍ରା…

ସୋନୁଙ୍କୁ ମାଡ଼ ମାରୁଥିବାର ଭିଡିଓ ଦେଖି ଟିଭି ଭାଙ୍ଗିଲେ ପ୍ରଂଶସକ, ଖବର ହେଲା ଭାଇରାଲ

କରୋନା କାଳରେ ବଲିଉଡ଼ ଅଭିନେତା ସୋନୁ ସୁଦ ଅନେକ ଲୋକଙ୍କ ସାହାଯ୍ୟ କରି ଖୁବ ପ୍ରଶଂସା ସାଉଁଟିଛନ୍ତି । ସାହାଯ୍ୟ ପାଇ ଲୋକମାନେ ତାଙ୍କୁ ଭଗବାନ ଭଳି ପୂଜା ମଧ୍ୟ କରୁଛନ୍ତି । ସମସ୍ୟା ଘେରରେ ଥିବା ଲୋକଙ୍କ ସାହାଯ୍ୟ କରି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ସୋନୁ ସୁଦ ।…

ପୁଣି ବଢ଼ାଇଲେ ସହଯୋଗର ହାତ, ନେଟୱାର୍କ ସମସ୍ୟା ସମାଧାନ ପାଇଁ ନିର୍ମାଣ କରିବେ ମୋବାଇଲ ଟାୱାର

ବଲିଉଡ଼ ଅଭିନେତା ସୋନୁ ସୁଦ କରୋନା କାଳରେ ଲୋକଙ୍କ ପାଇଁ ସାଜିଛନ୍ତି ଦେବଦୂତ । ଲୋକଙ୍କ ସବୁ ସମସ୍ୟାର ସମାଧାନ ପାଇଁ ସୋନୁ ପ୍ରାଣେ ପ୍ରାଣେ ଚେଷ୍ଟା ମଧ୍ୟ କରୁଛନ୍ତି । ସବୁ ପରିସ୍ଥିତି ସହ ଲଢ଼ିବା ପାଇଁ ଲୋକଙ୍କୁ ଉଚିତ ପରାମର୍ଶ ମଧ୍ୟ ଦେଉଛନ୍ତି । ସହାୟତାର ହାତ ବଢ଼ାଇ ସୋନୁ ନିକଟ ଅତୀତରେ…

କୋଭିଡ ସମୟରେ କ୍ୟାନ୍ସର ରୋଗୀଙ୍କୁ ଭେଟିଲେ ସୋନୁ, ଭିଡିଓ ହେଲା ଖୁବ ଭାଇରାଲ

ଗତ ବର୍ଷ କରୋନା କାଳରୁ ସୋନୁ ସୁଦ ଭଗବାନ ସାଜି ଲୋକଙ୍କ ସାହାଯ୍ୟ ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି । ଏହାରି ମଧ୍ୟରେ ସାରା ଦୁନିଆରେ ତାଙ୍କ ଫ୍ୟାନ ଫଲୋର୍ସ ମଧ୍ୟ ବଢ଼ିଯାଇଛନ୍ତି । ଏବେ ତାଙ୍କ ସହ ଭେଟ ହେବା ପାଇଁ ତାଙ୍କ ଘର ଆଗରେ ଲୋକ ଲମ୍ବା ଲାଇନ କରୁଛନ୍ତି । ତେବେ ସମସ୍ୟା ଘେରରେ ଥିବା…

ଲୋକଙ୍କ ଅକ୍ସିଜେନ ସମସ୍ୟାକୁ ଦୂର କରିବା ପାଇଁ ଅକ୍ସିଜେନ ପ୍ଲାଣ୍ଟ ଲଗାଇବେ ସୋନୁ

କରୋନା କାଳରେ ବଲିଉଡ଼ ଅଭିନେତା ସୋନ ସୁଦ ଲୋକଙ୍କ ପାଇଁ ସାଜିଛନ୍ତି ଦେବଦୂତ । କରୋନାରେ ଅସହାୟ ହେଉଥିବା ଲୋକଙ୍କୁ ସାହାଯ୍ୟ କରି ଅନେକ ପ୍ରଶଂସା ସାଉଁଟିଛନ୍ତି । ଲୋକମାନେ ତାଙ୍କୁ ଖୁବ ଆଦର ସମ୍ମାନ ମଧ୍ୟ ଏବେ କରୁଛନ୍ତି । ରିଲ ଲାଇଫ ସହ ରିୟଲ ଲାଇଫରେ ଏବେ ହିରୋ ହୋଇ ସାରା ଦୁନିଆରେ…

କ୍ଷୀର ନଷ୍ଟ କରୁଥିବାରୁ ଟ୍ରୋଲ ହୋଇଥିଲେ ସୋନୁ ସୁଦ, ଏବେ ଫ୍ୟାନଙ୍କୁ କହିଲେ-“ଏଭଳି କରନି”

କରୋନା କାଳରେ ଲୋକଙ୍କ ପାଇଁ ଦେବଦୂତ ସାଜିଥିବା ସୋନୁ ସୁଦଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। କିଛି ଲୋକ ତାଙ୍କୁ ଭଗବାନଙ୍କ ସ୍ଥାନରେ ରଖି ପୂଜା ମଧ୍ୟ କରୁଛନ୍ତି। ନିକଟରେ ସୋନୁ ସୁଦଙ୍କର କିଛି ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଲୋକେ ତାଙ୍କ ଫଟୋରେ କ୍ଷୀର ଲାଗି କରୁଥିବା…

ସୋନୁ ସୁଦଙ୍କ ଯୋଗୁ ଚାକିରି ପାଇବା ପରେ ଗୋଡ଼ ତଳେ ଲୋଟି ପଡ଼ି ଧନ୍ୟବାଦ ଜଣାଇଲେ ଯୁବକ; ଦେଖନ୍ତୁ ଘଟଣା ବେଳର ଦୃଶ୍ୟ

ବଲିଉଡ ଅଭିନେତା ସୋନୁ ସୁଦ କରୋନା କାଳରେ ଯେଉଁଭଳି ଭାବେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଲୋକେ ତାଙ୍କୁ ଦେବଦୂତ ଭଳି ମାନିବା ଆରମ୍ଭ କରିଦେଲେଣି। ସୋସିଆଲ ମିଡିଆରେ ପ୍ରତିଦିନ ସୋନୁ ସୁଦଙ୍କ ପ୍ରଶଂସା କରାଯାଉଥିବା ଦେଖାଯାଇଛି। କିଏ ତାଙ୍କୁ ଭଗବାନ ବୋଲି କହି ପୂଜା କରୁଛି ତ ଆଉ କିଏ ତାଙ୍କ…

ଡାକ୍ତରଙ୍କୁ ପ୍ରଶ୍ନ କଲେ ସୋନୁ ସୁଦ୍, କହିଲେ- ‘ଯେଉଁ ଔଷଧ ମିଳୁନି, ରୋଗୀଙ୍କୁ କାହିଁକି ତାହା ହିଁ…

କରୋନା ମହାମାରୀ ମଧ୍ୟରେ ଅଭିନେତା ସୋନୁ ସୁଦ୍ ଜଣେ ଦେବଦୂତ ଭଳି ସାମ୍ନାକୁ ଆସି ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଗତବର୍ଷ ସେ ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ସହଯୋଗ କରିଥିବା ବେଳେ ଚଳିତବର୍ଷ ସେ ଏହି ଧାରା ବଜାୟ ରଖିଛନ୍ତି ଓ କରୋନା ରୋଗୀଙ୍କୁ ସାହାଯ୍ୟ କରୁଛନ୍ତି। ତେବେ ବର୍ତ୍ତମାନ…

ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିବା ଅମନଙ୍କୁ ନୂଆ ଜୀବନ ଦେଲେ ସୋନୁ, ୧୨ ବର୍ଷ ପରେ ନିଜ ପାଦରେ ହେବେ ଠିଆ

ଅଭିନେତା ସୋନୁ ସୁଦ ନିଜ କାମ ଯୋଗୁଁ ସବୁବେଳେ ଚର୍ଚ୍ଚାରେ। ସୋନୁ ସୁଦଙ୍କୁ କରନାଲ ସ୍ଥିତ ଓ୍ବିର୍କ ହସ୍ପିଟାଲର ଯୁବ ନ୍ୟୁରୋ ସର୍ଜନ ଡାକ୍ତର ଅଶ୍ବିନୀଙ୍କ ଭରପୂର ସହଯୋଗ ମିଳୁଛି। ସୋନୁ ସୁଦଙ୍କ ଯୋଗୁଁ ଗତ ୧୨ବର୍ଷ ହେବ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିବା ଛତିଶଗଡ଼ର ଅମନଙ୍କୁ ନୂଆ ଜୀବନ…

ମିଳିତ ଜାତିସଂଘ ଦ୍ୱାରା ସମ୍ମାନିତ ହେଲେ ରିୟଲ ଲାଇଫ ହିରୋ ‘ସୋନୁ ସୁଦ’

କରୋନା ଲକଡାଉନ୍ ସମୟରେ ବଲିଉଡ ଅଭିନେତା ସୋନୁ ସୁଦ ଅନେକ ଅସହାୟ ଲୋକଙ୍କୁ ସାହାଯ୍ୟ କରିଥିଲେ ଏବଂ ରିଅଲ ଲାଇଫ ହିରୋ ଭାବରେ ଉଭା ହୋଇଥିଲେ । ସେ ତାଙ୍କ ଖର୍ଚ୍ଚରେ ହଜାର ହଜାର ଶ୍ରମିକଙ୍କୁ ନିରାପଦରେ ସେମାନଙ୍କ ଘରକୁ ଆଣିଥିଲେ ଏବଂ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ଜବ ପୋର୍ଟାଲ ମଧ୍ୟ…

୧୧ ବର୍ଷ ପିଲାକୁ ହେଲା ବ୍ରେନ ଟ୍ୟୁମର, ସାହାଯ୍ୟ ଭିକ୍ଷା ମାଗିଲେ ପରିବାର ଲୋକେ, ଜାଣନ୍ତୁ ଟୁଇଟ କରି କ’ଣ…

କରୋନା ମହାମାରୀ ସମୟରେ ଗରିବଙ୍କ ପାଇଁ ଭଗବାନ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦ ଏ ପର୍ଯ୍ୟନ୍ତ ବିଶ୍ରାମ ନେଇନାହାନ୍ତି। ବରଂ ସେ ଏବେ ବି ସୋସିଆଲ ମିଡିଆରେ ସାହାଯ୍ୟ ମାଗୁଥିବା ଲୋକଙ୍କୁ ସହାୟତାର ହାତ ବଢ଼ାଉଛନ୍ତି। ନିକଟରେ ବିହାରର ଜଣେ ବ୍ୟକ୍ତି ନିଜ ଭାଇଙ୍କ ପୁଅ ପାଇଁ ସାହାଯ୍ୟ…