Browsing Tag

corona vaccination

ୱେଡିଂ ଗାଉନ ପିନ୍ଧି ମଣ୍ଡପକୁ ଯିବା ପରିବର୍ତ୍ତେ ହସପିଟାଲରେ ଟିକା ନେବାକୁ ପହଞ୍ଚିଲେ ଯୁବତୀ, ଫଟୋ ଭାଇରଲ

କରୋନା ଭାଇରସ ଏବେ ସାରା ବିଶ୍ୱକୁ ଡରାଉଛି । ସଂକ୍ରମଣରୁ ବଞ୍ଚିବା ପାଇଁ ସରକାର ଭ୍ଯାକସିନ ନେବା ପାଇଁ ଲୋକଙ୍କୁ ଅନୁରୋଧ କରୁଛନ୍ତି। ଭାଇରସ ଭୟରେ ଲୋକଙ୍କ ବଞ୍ଚିବା ମୁସକିଲ ହୋଇପଡିଛି । ଏମିତି ସ୍ଥଳେ ଆମେରିକାର ଭୋଲ୍ଟିମୋରର ଜଣେ ମହିଳା ଚର୍ଚ୍ଚାକୁ ଆସିଛନ୍ତି। ଏବେ ସୋସିଆଲ ମିଡିଆରେ…

କରୋନା ଟିକା ନେବା ପରେ ଏସବୁ ବିଷୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ, କରନ୍ତୁ ନାହିଁ ଏହି କାମ

ପୁଣିଥରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏଣୁ ଟିକାଦାନ ପ୍ରକିୟା ଖୁବ୍‌ ଜୋରସୋରରେ ଚାଲିଛି। ଯଦି ଆପଣ ବି କରୋନା ଟିକା ନେଉଛନ୍ତି ତେବେ କେତେକ ସ୍ୱତନ୍ତ୍ର ବିଷୟ ପ୍ରତି ଯତ୍ନବାନ୍‌ ହୁଅନ୍ତୁ। ତେବେ ଆସନ୍ତୁ ଜାଣିବା କୋଭିଡ୍‌ ଭ୍ୟାକ୍‌ସିନ୍‌ ନେବା ପରେ କି କି କାମ କରିବା ମନା...…

ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଟିକାକରଣ ସମୟ ହେଲା ପରିବର୍ତ୍ତନ, ଜାଣନ୍ତୁ କେଉଁ ସମୟରେ ମିଳିବ କୋଭିଡ଼ ଟିକା

କେନ୍ୟୁଜ୍(ବ୍ୟୁରୋ):  ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି  ଟିକାକରଣ ସମୟକୁ ପରିବର୍ତ୍ତନ କଲେ ରାଜ୍ୟ ସରକାର। ସ୍ବାସ୍ଥ୍ୟ ବିଭାଗ ଜାରି କରିଥିବା ବିଜ୍ଞପ୍ତି ମୁତାବକ ରାଜ୍ୟରେ  ଗ୍ରଷ୍ମପ୍ରବାହକୁ ନଜରରେ ରଖି ପ୍ରତିଦିନ ସକାଳ ୮ରୁ ଦିନ ୧୨ଟା, ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏଁ ଟିକାକରଣ…

ନର୍ସଙ୍କୁ ଫୋନ୍ କଲା ବାଇଆ, ଫୋନରେ କଥା ହୋଇ ମହିଳାଙ୍କୁ ଦୁଇଥର ଦେଲେ କରୋନା ଟିକା

ଦେଶରେ କରୋନାର ଦ୍ବିତୀୟ ଲହରୀ ଚିନ୍ତା ବଢାଇଲାଣି । ପ୍ରତିଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ସଂକ୍ରମଣରୁ ରୋକିବା ପାଇଁ ସରକାର ପ୍ରୟାସ କରୁଛନ୍ତି। ଏହି ମହାମାରୀ ଯୋଗୁଁ ଲକ୍ଷାଧିକ ଲୋକଙ୍କ ଜୀବନ ମଧ୍ୟ ଚାଲିଗଲାଣି। ଏହି ମହାମାରୀରେ ଅଙ୍କୁଶ ଲଗାଇବା ପାଇଁ…

ଭ୍ୟାକ୍‌ସିନ୍‌ ଦେବା ପାଇଁ ନର୍ସ ଛୁଇଁବା ମାତ୍ରେ ଏମିତି କାମ କଲେ ପୋଲିସ ଅଧିକାରୀ, ଦେଖିଲେ ଆପଣ ବି ହସି ହସି ହେବେ…

କରୋନା ଭାଇରସ୍‌ ସଂକ୍ରମଣରୁ ମୁକ୍ତି ପାଇବାକୁ ଭାରତ ସମେତ ସାରା ବିଶ୍ୱରେ ଭ୍ୟାକ୍‌ସିନ୍‌ ଦିଆଯାଉଛି। ସାରା ଦୁନିଆର ବିଭିନ୍ନ କରୋନା ଭ୍ୟାକ୍‌ସିନ୍‌ ସେଣ୍ଟରରୁ ଅନେକ ଗୁଡ଼ିଏ ମଜାଦାର ଭିଡିଓ ଏବେ ସାମ୍ନାକୁ ଆସୁଛି, ଯାହା ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍‌ ଯୋଗାଉଛି। ଏବେ ନାଗାଲାଣ୍ଡରୁ ସେଭଳି…

ଭୁବନେଶ୍ବର ୧୦ଟି ଘରୋଇ ଓ ୧୨ଟି ସରକାରୀ ଡାକ୍ତରଖାନାରେ ଦିଆଯିବ ଦ୍ବିତୀୟ ପର୍ଯ୍ୟାୟ ଟିକା

କେନ୍ୟୁଜ୍(ବ୍ୟୁରୋ):  ମାର୍ଚ୍ଚ ପହିଲାରୁ ବୟସ୍କ ଓ ଅନ୍ୟ ଗୁରୁତର ରୋଗୀଙ୍କୁ ଦିଆଯିବ କୋଭିଡ ଟିକା । ଏଥିପାଇଁ କୋ-ଓ୍ଵିନ୍ ପୋର୍ଟାଲ ଓ ଅନ ସାଇଟ୍‌ରେ ପଞ୍ଜିକରଣ କରି ହେବ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ୧୮୩ଟି ଘରୋଇ ହସ୍ପିଟାଲରେ ଭ୍ୟାକ୍ସିନେସନ ସେଣ୍ଟର ପାଇଁ…

୪୫ରୁ ଅଧିକ ବୟସ୍କ ଲୋକଙ୍କୁ କରୋନା ଟିକାକରଣ ପାଇଁ ରଖିବାକୁ ପଡ଼ିବ ଏହି ଜରୁରୀ କାଗଜପତ୍ର

କେନ୍ଦ୍ର ସରକାର ମାର୍ଚ୍ଚ ପହିଲାରୁ ୪୫ରୁ ୬୦ ବର୍ଷ ବୟସର ଲୋକଙ୍କୁ କରୋନା ଟିକା ଦେବା ଆରମ୍ଭ କରିବେ, ଯେଉଁମାନେ କୌଣସି ଗମ୍ଭୀର ରୋଗରେ ପୀଡ଼ିତ ଥିବେ। ଏହାଛଡ଼ା ୬୦ ବର୍ଷରୁ ଅଧିକ ବୟସର ବୃଦ୍ଧବୃଦ୍ଧାଙ୍କୁ ମଧ୍ୟ ଟିକା ପ୍ରଦାନ କରାଯିବ। ବୃଦ୍ଧବୃଦ୍ଧାଙ୍କୁ ଚିହ୍ନଟ ପାଇଁ ଭୋଟର ତାଲିକାର ପ୍ରୟୋଗ…

ମାର୍ଚ୍ଚ ପହିଲାରୁ ଦେଶରେ ବୟସ୍କଙ୍କୁ ଦିଆଯିବ କୋଭିଡ୍ ଟିକା, ଘରୋଇ ହସ୍ପିଟାଲରେ ଟିକା ନେଲେ ଟଙ୍କା ଦେବାକୁ ପଡ଼ିବ

କେନ୍ୟୁଜ୍(ବ୍ୟୁରୋ):  ମାର୍ଚ୍ଚ ପହିଲାରୁ ଦେଶରେ ବୟସ୍କଙ୍କୁ ଦିଆଯିବ କୋଭିଡ୍ ଟିକା । ୧ ତାରିଖରୁ ଆରମ୍ଭ ହେବ ଟିକାକରଣ । ୬୦ ବର୍ଷରୁ ଅଧିକ ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ କୋଭିଡ୍ ଟିକା ଦିଆଯିବ । ଏନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି ।…

ରାଜ୍ୟରେ ଟିକାଦାନ ଉତ୍ସାହଜନକ, ଟାର୍ଗେଟର ୮୩ ପ୍ରତିଶତ ଟିକାକରଣ

ଭୁବନେଶ୍ବର: ଓଡ଼ିଶା କରୋନା ଟିକାକରଣ ଉତ୍ସାହଜନକ ରହିଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ପ୍ରଦର୍ଶନ ଭଲ ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ୮୩ ପ୍ରତିଶତ ଟିକାକରଣ ହୋଇଛି । ଗତକାଲି ଗୋଟିଏ ଦିନରେ ଓଡ଼ିଶାରେ ଶତ ପ୍ରତିଶତରୁ ଅଧିକ ଟିକା ନେଇଥିଲେ ସ୍ୱାସ୍ଥ୍ୟକର୍ମୀ ।…

ଏଣିକି ରାଜ୍ୟରେ ସପ୍ତାହକୁ ୩ ଦିନ ହେବ ଟିକାକରଣ

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟରେ ଏଣିକି ସପ୍ତାହକୁ ୩ ଦିନ ଟିକାକରଣ। CHC ଓ PHC ଗୁଡିକରେ ୩ଦିନ ଧରି ଟିକାକରଣ ହେବ। ମଙ୍ଗଳ, ବୁଧ, ଶୁକ୍ରବାର ଓ ରବିବାର ଟିକାକରଣ ବନ୍ଦ ରହିବ। ସପ୍ତାହକ ଭିତରେ ରାଜ୍ୟକୁ ୧ଲକ୍ଷ ୪୯ହଜାର ୭୬୦ ଡୋଜ୍‌ କରୋନା ଟିକା ଆସିବ। ଏହା କେବଳ ଭୁବନେଶ୍ୱରରେ…

ଆଜି ପ୍ରଥମ ଦିନରେ ରାଜ୍ୟରେ ୮୪ ପ୍ରତିଶତ ଲୋକ ନେଲେ କୋଭିଡ୍‌ ଟିକା

କେନ୍ୟୁଜ୍(ବ୍ୟୁରୋ):   ଟିକା ନେଲା ଓଡ଼ିଶା । ଆଜି ପ୍ରଥମ ଦିନରେ ରାଜ୍ୟରେ ୮୪ ପ୍ରତିଶତ ଲୋକଙ୍କୁ କୋଭିଡ୍‌ ଟିକା ଦିଆଯାଇଛି । ମୋଟ୍‌ ୧୩ ହଜାର ୭୪୫ ଜଣ ନେଇଛନ୍ତି ଟିକା । ଅନୁଗୋଳ, ବାଲେଶ୍ୱର, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଶତ ପ୍ରତିଶତ ଟିକାକରଣ ହୋଇଛି । ଭୁବନେଶ୍ୱରରେ ୬ଟି କେନ୍ଦ୍ରରେ…

ଦୀର୍ଘ ୧୦ ମାସ ଅପେକ୍ଷାର ହେଲା ଅନ୍ତ, ଦେଶରେ ଆରମ୍ଭ ହେଲା କୋଭିଡ ଟିକାକରଣ

 ନୂଆଦିଲ୍ଲୀ(କେ ନ୍ୟୁଜ): ଦେଶରେ ଆରମ୍ଭ ହେଲା କୋଭିଡ ଟିକାକରଣ । ଟିକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଖୁବ୍‌ କମ୍‌ ସମୟରେ ଆସିଛି ଟିକା। ମୋଦିଙ୍କ ଅନୁଯାୟୀ ଆଜିର…