Browsing Tag

delhi police

ମା’ର ମୃତଦେହ ସହ ଘରେ ୨ ଦିନ ବିତାଇଲା ହତ୍ୟାକାରୀ ପୁଅ; ପୁଣି ନିଜର ବେକ କାଟି କରିଦେଲା ଆତ୍ମହତ୍ୟା…୭୭ ପୃଷ୍ଠାର…

ଦିଲ୍ଲୀର ବୁଦ୍ଧବିହାର ଅଞ୍ଚଳରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପୁଅ ତା’ ମାଆକୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି। ଏଥି ସହିତ ୭୭ ପୃଷ୍ଠାର ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ଲେଖିଛି, ଯେଉଁଥିରୁ ପୋଲିସକୁ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ…

ରାଜଧାନୀ ପୋଲିସକୁ ବଡ ସଫଳତା: ଧରାପଡିଲା କୁଖ୍ୟାତ ଚୋର, ଚୋରି କରିଥିଲା ୫୦୦୦ ରୁ ଊର୍ଦ୍ଧ୍ୱ କାର୍‌

କାର୍‌ ଚୋରି କରିବା ଆପଣ ଶୁଣିଥିବେ, କିନ୍ତୁ ୫୦୦୦ କାର୍‌କୁ ଜଣେ ଚୋରି କରିଥିବା କଥା ହୁଏତ ଆପଣ କେବେ ବି ଶୁଣିନଥିବେ। ଏ ହେଉଛି ଏମିତି ଜଣେ ଚୋର, ଯିଏକି ଦେଶରେ ବେଶ୍‌ ଆତଙ୍କ ଖେଳାଇଥିଲେ। ୫ ହଜାରରୁ ଊର୍ଦ୍ଧ୍ୱ କାର୍‌ ଚୋରି କରି ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିକ୍ରି କରିଦେଉଥିଲେ।…

ଗାର୍ଲଫ୍ରେଣ୍ଡକୁ ଇମ୍ପ୍ରେସ କରିବାକୁ ୟୁନିଫର୍ମ ପିନ୍ଧି ଏୟାର ଫୋର୍ସ ଷ୍ଟେସନରେ ପଶିଲେ ଯୁବକ, ଧରାପଡ଼ି ଏବେ ଜେଲରେ

ଦେଶର ରାଜଧାନୀ ଦିଲ୍ଲୀ ଏୟାରଫୋର୍ସ ଷ୍ଟେସନରେ ଜଣେ ଯୁବକ ଏମିତି କାରନାମା କରିଛନ୍ତି ଯାହା ସୁରକ୍ଷା ଏଜେନ୍ସିର ଅଫିସର ମାନଙ୍କ ହୋସ ଉଡାଇଦେଇଛି । କାହିଁକି ଯୁବକ ଜଣଙ୍କର ଏମିତି ହରକତ ସୁରକ୍ଷା ଏଜେନ୍ସିଙ୍କ ହୋସ ଉଡାଇ ଦେଇଛି ତାହା ଜାଣିବା ପରେ ଆପଣମାନେ ନିଶ୍ଚିତ ଭାବେ ବିସ୍ମିତ ହୋଇଯିବେ…

ଦିଲ୍ଲୀ ଅଗ୍ନିକାଣ୍ଡ ମାମଲାରେ ପୋଲିସକୁ ବଡ଼ ସଫଳତା: ମୁଣ୍ଡକା ବିଲ୍ଡିଂର ମାଲିକ ମନୀଷ ଲାକ୍ରା ଗିରଫ

ନୂଆଦିଲ୍ଲୀ: ମୁଣ୍ଡକା ଅଗ୍ନିକାଣ୍ଡ କେସ୍‌ରେ ଦିଲ୍ଲୀ ପୋଲିସକୁ ବଡ଼ ସଫଳତା। ଦୁଇ ଦିନ ପୂର୍ବରୁ ମୁଣ୍ଡକାରେ ଯେଉଁ ବିଲ୍ଡିଂରେ ନିଆଁ ଲାଗିଥିଲା, ତାହାର ମାଲିକ ମନୀଷ ଲାକ୍ରାକୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଆଉଟର ଡିସିପି ସମୀର ଶର୍ମାଙ୍କ ସୂଚନା ମୁତାବକ, ଆମେ ମନୀଷ ଲାକ୍ରାକୁ ଗିରଫ କରିଛୁ।…

ଲାଞ୍ଚ ନେଉଥିବା ବେଳେ ମାଡିବସିଲା ସିବିଆଇ, ଭୁବନେଶ୍ବରରୁ ଗିରଫ ହେଲେ ଦିଲ୍ଲୀ ପୋଲିସ କନଷ୍ଟେବଲ

ଭୁବନେଶ୍ବର(କେନ୍ୟୁଜ୍): ଲାଞ୍ଚ ନେଇ ଭୁବନେଶ୍ୱରରୁ ବନ୍ଧା ହେଲେ ଦିଲ୍ଲୀ ପୋଲିସ । EOW କନଷ୍ଟେବଳ ଅମିତ ଲାହୁଚାଙ୍କୁ ଗିରଫ କଲା ସିବିଆଇ । ଜଣେ ବ୍ୟକ୍ତିଙ୍କଠାରୁ ସାଢ଼େ ୪ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଗିରଫ । ଜଣେ ବ୍ୟାଙ୍କ ଅଧିକାରୀଙ୍କ କେସ୍‌ ରଫାଦଫା କରିବାକୁ ହୋଇଥିବା ଡିଲ୍‌ ।…

ଭୋଟ ନଦେଲେ ବ୍ୟାଙ୍କ ଆକାଉଣ୍ଟ ରୁ କଟିବ ୩୫୦ ଟଙ୍କା , ସତ ଜାଣିବା ସହିତ ହୁଅନ୍ତୁ ସଜାଗ

ବର୍ତ୍ତମାନ ଦିନକୁ ଦିନ ମିଛି ଖବର ଅଧିକ ମାତ୍ରାରେ ପ୍ରଚାର ହେବାକୁ ଲାଗୁଛି । ଖାସ କରି ସୋସିଆଲ ମିଡିଆ ପ୍ଲାଟଫର୍ମକୁ କିଛି ଲୋକ ଭୁଲ ଭାବେ ବ୍ୟବାହାର କରୁଛନ୍ତି, ସେଥିପାଇଁ ଏଭଳି ଘଟୁଛି । ଠିକ ସେମିତି ଭୋଟ ଦେବାକୁ ନେଇ ଏବେ ଏକ ଫେକ ନ୍ୟୁକ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ଵାଟ୍ସଆପ ରେ…

ବରୀରେ ଦିଲ୍ଲୀ ପୋଲିସ୍‌, ବେନାମୀ ସିମ୍‌ ଚାଲାଣ ମାମଲାରେ ଜଣେ ଗିରଫ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ବରୀରେ ଦିଲ୍ଲୀ ପୋଲିସର ଚଢାଉ।ଅନଲାଇନରେ ଠକେଇ କରିଥିବା ଯୁବକ ଗିରଫ। ଏକ ଠକେଇ ମାମଲାର ତଦନ୍ତ କରି ଦିଲ୍ଲୀ ପୋଲିସ ବରୀରେ ପହଞ୍ଚି ବରୀ ପୋଲିସ ସହାୟତାରେ ଯୁବକକୁ ଗିରଫ କରିଛି। ଗିରଫ ଯୁବକକୁ ଯାଜପୁର କୋର୍ଟରେ ହାଜର କରିବା ପରେ ଟ୍ରାନଜିଟ ରିମାଣ୍ଡରେ…

ପହିଲମାନ ହତ୍ୟା ମାମଲା: ପହିଲମାନ ସୁଶୀଲ କୁମାରଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଜାରି କଲା ଲୁକଆଉଟ ନୋଟିସ

ଜଣେ ପହିଲମାନଙ୍କ ମୃତ୍ୟୁ ପରଠୁ ଫେରାର ଥିବା ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଲୁକଆଉଟ ନୋଟିସ ଜାରି କରିଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୋମବାର କହିଛନ୍ତି କି, ରବିବାର ବିଳମ୍ବିତ ରାତିରେ ନୋଟିସ ଜାରି କରାଯାଇଛି। ସୂଚନାଥାଉ କି, ଛାତ୍ରସାଲ ଷ୍ଟାଡିୟମରେ…

‘ୟେ ହମ୍‌ ହୈ, ୟେ ହୁକ୍କା ହୈ, ଔର୍‌ ଅବ୍‌ ପାଓ୍ଵରୀ ନେହିଁ ହୋ ରହି ହୈ’… ଜବରଦସ୍ତ ଭାଇରାଲ ହେଉଛି ଦିଲ୍ଲୀ ପୋଲିସର…

ବେଆଇନ ଭାବେ ଚାଲିଥିବା ଏକ ହୁକ୍କା ବାର୍‌ ଉପରେ ଚଢ଼ାଉ କରିବା ପରେ ଦିଲ୍ଲୀ ପୋଲିସ ଏକ ଟ୍ଵିଟ୍‌ କରିଛି, ଯାହାକି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। କୌଣସି ସୂତ୍ରରୁ ଖବର ପାଇ ପୋଲିସ ପଶ୍ଚିମ ଦିଲ୍ଲୀ ଅଞ୍ଚଳରେ ଥିବା ଏହି ହୁକ୍କା ବାର୍‌ ଉପରେ ଅତର୍କିତ ଚଢ଼ାଉ କରିଥିଲା। ତେବେ ଚଢ଼ାଉ…

ମଦ ପିଇବାକୁ ପଇସା ଦେବାକୁ ମନା କରିଦେଲା ମା’, ପେଚକସରେ ଭୁସି ମା’କୁ ମାରିଦେଲା ପୁଅ

ଦିଲ୍ଲୀରେ ଏକ ଆଶ୍ଚର୍ଯ୍ଯକର ଘଟଣା ଦେଖିବାକୁ ମିଳିଛି। ଯେଉଁଠି ମା-ପୁଅର ସମ୍ପର୍କ ଛାରଖାର ହୋଇଯାଇଛି। ତାହା ପୁଣି ମଦ ଯୋଗୁଁ। ଏଠାରେ ଜଣେ ଯୁବକ ନିଜ ମା’କୁ ପେଚକସରେ ମାରି ହତ୍ଯା କରିଛି। ଘଟଣା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ପୋଲିସ କହିବା ମୁତାବକ, ଦିଲ୍ଲୀର ଖଜୁରୀ ଖାସ…

ହିଂସା ପରେ ଆକ୍ସନ୍‌ ମୁଡରେ ଦିଲ୍ଲୀ ପୋଲିସ୍‌: ୨୫ଟି ମାମଲା ରୁଜୁ, ୧୯ ଗିରଫ

ନୂଆଦିଲ୍ଲୀ : ହିଂସା ପରେ ଆକ୍ସନ୍‌ ଆରମ୍ଭ । ୨୫ଟି ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ୍‌ । ସ୍ୱରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବ, ଭାରତୀୟ କିଷାନ ୟୁନିୟନ୍‌ ମୁଖପାତ୍ର ରାକେଶ ଟିକାୟତଙ୍କ ସମେତ ଅନେକ ଚାଷୀ ନେତାଙ୍କ ନାଁରେ ଏଫଆଇଆର ହୋଇଛି । ମୋଟ ୧୯ ଜଣଙ୍କୁ ଗିରଫ କରାଯାଇଛି । ଗିରଫଦାରୀ…

ଦିଲ୍ଲୀ ହିଂସା ଘଟଣାରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ, ଯୋଗେନ୍ଦ୍ର ଯାଦବଙ୍କ ସମେତ ଅନେକ ଚାଷୀ ନେତାଙ୍କ ନାଁରେ ମାମଲା…

କେନ୍ୟୁଜ୍(ବ୍ୟୁରୋ):  ଦିଲ୍ଲୀ ହିଂସା ଘଟଣାରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ । କୃଷକ ନେତା ଯୋଗେନ୍ଦ୍ର ଯାଦବଙ୍କ ସମେତ ଅନେକ ଚାଷୀ ନେତାଙ୍କ ନାଁରେ ମାମଲା ରୁଜୁ । ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ରାଲି ପାଇଁ ଏମାନେ ଦିଲ୍ଲୀ ପୋଲିସଠୁ ଅନୁମତି ନେଇଥିଲେ । ସେହିପରି ୨ ଶହରୁ ଅଧିକ…