Browsing Tag

pilot

ହେଲିକପ୍ଟର ଦୁର୍ଘଟଣାର ୧ ମାସ ପରେ ଆରବ ସାଗରରୁ ମିଳିଲା ପାଇଲଟ୍‌ଙ୍କ ମୃତଦେହ

ଗତ ମାସରେ ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏବେ ମାସେରୁ ଅଧିକ ସମୟ ପରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ନିଖୋଜ ପାଇଲଟ୍‌ଙ୍କ ମୃତଦେହ ମିଳିଛି । ଆରବ ସାଗରର ଗୁଜରାଟ ତଟ ନିକଟରୁ ପାଇଲଟ୍‌ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତଟରକ୍ଷୀ ଅଧିକାରୀମାନେ…

ଏଭିଏଶନ୍‌ ଇଣ୍ଡଷ୍ଟ୍ରୀରେ କ୍ୟାରିୟର ଗଢ଼ିବାକୁ ଚାହୁଁଛନ୍ତି କି ?ଏହି କୋର୍ସ ଆପଣଙ୍କ ପାଇଁ ହୋଇପାରେ ବେଷ୍ଟ

ଯଦି ଆପଣ ଭଲ ପଇସା ରୋଜଗାର କରିବା ସହିତ ସାରା ବିଶ୍ୱ ବୁଲିବାର ସ୍ୱପ୍ନ ଦେଖୁଛନ୍ତି ଏବଂ ଉଚ୍ଚତାକୁ ଭୟ କରୁନାହାନ୍ତି ତେବେ, ଏଭିଏଶନ୍‌ (ବିମାନ) ଇଣ୍ଡଷ୍ଟ୍ରୀରେ କ୍ୟାରିୟର ଗଢ଼ିବା ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ହୋଇପାରେ । ଏହି ଇଣ୍ଡଷ୍ଟ୍ରୀ କେବଳ ଯାତ୍ରା କିମ୍ବା ଯାତ୍ରୀଙ୍କ ସେବାରେ…

‘୩୫,୦୦୦ ଫୁଟ୍‌ ପର ଉଡ଼ାଏଙ୍ଗେ…’; ଭାଇରାଲ ହେଉଛି ବିମାନରେ ତାମିଲ ପାଇଲଟ୍‌ଙ୍କ ହିନ୍ଦୀ ଘୋଷଣା

ବିମାନରେ ଯାତ୍ରା ସମୟରେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ କିମ୍ବା ପାଇଲଟ୍‌ଙ୍କ ତରଫରୁ ଏକ ଘୋଷଣା କରାଯାଇଥାଏ । ଏହି ସମୟରେ ବିମାନରେ ଉପସ୍ଥିତ ଯାତ୍ରୀ ଏବଂ ଯାତ୍ରା ସମ୍ବନ୍ଧୀୟ ସୂଚନା ଦିଆଯାଏ । ଏବେ ଜଣେ ତାମିଲ ପାଇଲଟ୍‌ ହିନ୍ଦୀରେ ଘୋଷଣା କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।…

ଝାଡ଼ଖଣ୍ଡ: ନିଖୋଜ ବିମାନର ଟ୍ରେନି ପାଇଲଟ୍‌ଙ୍କ ମୃତଦେହ ଉଦ୍ଧାର, ଚାଣ୍ଡିଲ ଡ୍ୟାମ୍‌ରେ ଚାଲିଛି ସର୍ଚ୍ଚ ଅପରେସନ

ଝାଡ଼ଖଣ୍ଡରେ ନିଖୋଜ ବିମାନର ଟ୍ରେନି ପାଇଲଟ୍‌ଙ୍କ ମୃତଦେହ ମିଳିଛି । ଗତ ୨୦ ତାରିଖରେ ଜାମସେଦପୁରର ସୋନାରୀ ବିମାନବନ୍ଦରରୁ ଉଡ଼ାଣ ଭରିବାର ପ୍ରାୟ ୨୦ ମିନିଟ୍‌ ପରେ ଏକ ବିମାନ ନିଖୋଜ ହୋଇଯାଇଥିଲା । ଏଥିରେ ଥିବା ଟ୍ରେନି ପାଇଲଟ୍ ଶୁଭ୍ରଦୀପ ଦତ୍ତାଙ୍କ ମୃତଦେହକୁ ଆଜି ଚାଣ୍ଡିଲ ଡ୍ୟାମରୁ…

ଦିଲ୍ଲୀ: ବିମାନବନ୍ଦରରୁ ଧରାପଡ଼ିଲେ ନକଲି ପାଇଲଟ୍‌, ପିନ୍ଧିଥିଲେ ସିଙ୍ଗାପୁର ଏୟାରଲାଇନ୍ସର ପୋଷାକ, ID କାର୍ଡ ବି…

ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ନକଲି ପାଇଲଟ୍‌ ଧରାପଡ଼ିଛନ୍ତି । ଖବରରୁ ଜଣାପଡ଼ିଛି, ଜଣେ ବ୍ୟକ୍ତି ଏଠାରେ ପାଇଲଟ୍‌ ଭଳି ପୋଷାକ ପିନ୍ଧି ବିମାନବନ୍ଦରରେ ବୁଲୁଥିଲେ । ଯେତେବେଳେ ସନ୍ଦେହ କରି ଅଧିକାରୀମାନେ ତାଙ୍କୁ ପଚରାଉଚରା କରିଥିଲେ, ସେତେବେଳେ ପୂରା ଘଟଣା…

ବିମାନରେ ନିଜ ପରିବାରକୁ ଏମିତି ସ୍ୱାଗତ କଲା ପାଇଲଟ୍‌ ପୁଅ, ମା’ବାପାଙ୍କ ଆଖିରୁ ଝରିଆସିଲା ଲୁହ

ଉଡ଼ାଣ ପୂର୍ବରୁ ବିମାନ ଆଟେଣ୍ଡାଣ୍ଟ କିମ୍ବା ପାଇଲଟ୍‌ଙ୍କ ତରଫରୁ ଏକ ଘୋଷଣା କରାଯାଇଥାଏ । ଅନେକ ଥର ଏହି ଘୋଷଣା ଅତ୍ୟନ୍ତ ଖାସ୍‌ ହୋଇଥାଏ, ଯାହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୁଏ । ଏବେ ଏହିପରି ଜଣେ ପାଇଲଟଙ୍କ ଘୋଷଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ସେ…

ପାଇଲଟଙ୍କ ହାର୍ଟଆଟାକ ପରେ ସମବେଦନା ଜଣାଇଲା LATAM ଏୟାରଲାଇନ୍ସ

ମୃତ୍ୟୁ କେତେବେଳେ ଆସେ କେହି ବି କହି ପାରିବେନି । ଏହା ପାଇଁ କୌଣସି ନିଶ୍ଚିତ ସ୍ଥାନ କି ସମୟ ନଥାଏ । ତେବେ ବିମାନ ଯାତ୍ରା କରୁଥିବା ସମୟରେ ଅନେକ ଯାତ୍ରୀଙ୍କ ମୃତ୍ୟୁ ହେବା ଖବର ତ ଆପଣ ଶୁଣିଥିବେ । କିନ୍ତୁ ଯଦି ବିମାନର ପାଇଲଟର ମୃତ୍ୟୁ ହୋଇଯାଏ ତେବେ ଯାତ୍ରୀଙ୍କର କଣ ହେବ । କିନ୍ତୁ…

ବାନ୍ଧବୀଙ୍କୁ କକ୍‌ପିଟରେ ବସାଇଥିବା ପାଇଲଟ୍‌ ନିଲମ୍ବିତ, ଏୟାର ଇଣ୍ଡିଆକୁ ହେଲା ୩୦ ଲକ୍ଷ ଟଙ୍କା ଫାଇନ୍‌

ନୂଆଦିଲ୍ଲୀ: ବାନ୍ଧବୀଙ୍କୁ କକ୍‌ପିଟକୁ ନେଇଥିବା ପାଇଲଟ ହେଲେ ନିଲମ୍ବିତ । ଏଥିସହ ଏୟାର ଇଣ୍ଡିଆକୁ ମଧ୍ୟ ୩୦ ଲକ୍ଷ ଟଙ୍କା ଫାଇନ ହୋଇଛି । ଦୁବାଇରୁ ଦିଲ୍ଲୀ ଯାଉଥିବା ଏକ ବିମାନରେ ଜଣେ ବାନ୍ଧବୀଙ୍କୁ କକ୍‌ପିଟରେ ବସାଇଥିଲେ । ଯାହାକି ବିମାନ ସୁରକ୍ଷା ନିୟମ ଉଲ୍ଲଂଘନ କରିଥିଲା । ଫଳରେ…

ଢେଙ୍କାନାଳ ବିରାଶାଳ ଏୟାର ଷ୍ଟ୍ରିପ୍‌ରେ ଦିଆଯିବ ପାଇଲଟ ତାଲିମ, ବର୍ଷକୁ ତାଲିମ ନେବେ ୫୦୦ ପିଲା

କେନ୍ୟୁଜ୍‌(ବ୍ୟୁରୋ): ଢେଙ୍କାନାଳ ବିରାଶାଳ ଏୟାରଷ୍ଟ୍ରିପ୍‌ ରେ ଦିଆଯିବ ପାଇଲଟିଂର ତାଲିମ । ବର୍ଷକରେ ଏଠାରୁ ୫୦୦ ପିଲା ପାଇଲଟିଂର ତାଲିମ ନେବେ । ଆବଶ୍ୟକୀୟ ସମସ୍ତ ପ୍ରକ୍ରିୟା ଶେଷ ଅବସ୍ଥାରେ ପହିଁଚିଛି । ଏହାସହ ଏଥିପାଇଁ ଆବଶ୍ୟକୀୟ ହେଉଥିବା ଭିତ୍ତିଭୂମିର ବିକାଶ କରାଯିବ । ଏଠାରେ…

ଅଟୋମେସନ ସିଷ୍ଟମ ଦ୍ୱାରା ଉଡ଼ିବ ବିମାନ, ଜାଣନ୍ତୁ କେଉଁଦେଶରେ ଆରମ୍ଭ ହୋଇଛି ଏହି ବ୍ୟବସ୍ଥା

ଫ୍ଲାଇଟରେ ଯିବା କାହାର ବା ସ୍ୱପ୍ନ ନଥାଏ। ବିଦେଶ ଭ୍ରମଣ ହେଉ ଅବା ନିଜ ସୌକ ପାଇଁ, ଅନେକ ଜଣ ଏଥିରେ ବସି ନିଜ ମନ ପସନ୍ଦ ସ୍ଥାନକୁ ଯିବା ପାଇଁ ଚାହିଁଥାନ୍ତି। କିଛି ଜଣଙ୍କ ମଧ୍ୟରେ ହାଇଟକୁ ନେଇ ଭୟ ରହୁଥିବାରୁ ସେମାନେ ଇଚ୍ଛା ଥାଇ ମଧ୍ୟ ଫ୍ଲାଇଟରେ ଯାଉନାହନ୍ତି। ଅନ୍ୟ ମାନେ କିପରି…

ଜର୍ମାନୀରେ ଲୁଫଥାନ୍ସା ଏୟାରଲାଇନ୍ସ ପାଇଲଟଙ୍କ ହରତାଳ: ୮୦୦ ବିମାନ ରଦ୍ଦ, ଦିଲ୍ଲୀରେ ଫସିଛନ୍ତି ୭୦୦ ଯାତ୍ରୀ

ଜର୍ମାନୀ ଏୟାରଲାଇନ୍ସ କମ୍ପାନୀ ଲୁଫଥାନ୍ସାର ପାଇଲଟ ଶୁକ୍ରବାର ରାତିରୁ ହରତାଳ କରିଛନ୍ତି। ଏହିପାଇଁ କମ୍ପାନୀର ପାଖାପାଖି ୮୦୦ ଉଡାଣକୁ ରଦ୍ଦ କରିବାକୁ ପଡିଛି। ଏହାଦ୍ୱାରା ୧୩୦,୦୦ ଯାତ୍ରୀ ପ୍ରଭାବିତ ହୋଇଛନ୍ତି। ଯେଉଁ ସବୁ ବିମାନ ଉଡାଣ ରଦ୍ଦ ହୋଇଛି, ସେଥିରେ ଦିଲ୍ଲୀରୁ ଦୁଇଟି ଉଡାଣ ସାମିଲ…

ଚର୍ଚ୍ଚାରେ ୨୪ ବର୍ଷୀୟ ପାଇଲଟ ମହେଶ୍ବତା; ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ୮୦୦ ଭାରତୀୟଙ୍କୁ କରିଛନ୍ତି ଉଦ୍ଧାର

ନୂଆଦିଲ୍ଲୀ : ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଅନେକ ଭାରତୀୟ ୟୁକ୍ରେନରେ ଫସି ରହିଥିଲେ। ୟୁକ୍ରେନ ଯୁଦ୍ଧରେ ଫସି ରହିଥିବା ଭାରତୀୟ ଛାତ୍ର ଓ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଭାରତ ସରକାରଙ୍କ ପକ୍ଷରୁ ସ୍ଥାନାନ୍ତରଣ ଅଭିଯାନ ଅପରେସନ ଗଙ୍ଗା ମାଧ୍ୟମରେ ସ୍ବଦେଶ ଫେରିଲେ ଅନେକ ନାଗରିକ । ଏହି…