ମେଟ୍ ଗାଲାରେ ଏକ ସୁନ୍ଦର ଶାଢୀରେ ନଜର ଆସିଲେ ଆଲିଆ ଭଟ୍ଟ, ଜିତିଲେ ଫ୍ୟାନ୍ସଙ୍କ ହୃଦୟ
ଚଳିତ ବର୍ଷ ମେଟ୍ ଗାଲାରେ ଆଲିଆ ଭଟ୍ଟ ପୁଣି ଥରେ ନିଜ ସୁନ୍ଦରତାରେ ଫ୍ୟାନ୍ସଙ୍କୁ ଦିୱାନା କରିଦେଇଛନ୍ତି । ଅଭିନେତ୍ରୀ ଏକ ଶାଢ଼ୀରେ ରେଡ କାର୍ପେଟରେ ଚାଲିଥିଲେ । ଯାହା ପରେ ଫ୍ୟାନ୍ସମାନେ ତାଙ୍କୁ ପ୍ରଶଂସା କରିବା ବନ୍ଦ କରି ନାହାଁନ୍ତି । ଆଲିଆ ଭଟ୍ଟ ନିଜର ଚମତ୍କାର ଅଭିନୟ ସହିତ ଫ୍ୟାଶନ୍ ସେନ୍ସ ପାଇଁ ମଧ୍ୟ ବେଶ ଜଣାଶୁଣା । ପ୍ରତ୍ୟେକ ଇଭେଣ୍ଟରେ ତାଙ୍କର ଲୁକ୍ସ ଏପରି ରହିଥାଏ ଯେ ସମସ୍ତେ ତାଙ୍କର ଦିୱାନା ହୋଇଯାଆନ୍ତି ।…
Read More...