ନେଚୁରାଲ ଆଇସକ୍ରିମର ପ୍ରତିଷ୍ଠାତା ରଘୁନନ୍ଦନ କାମାତଙ୍କ ପରଲୋକ
ସାରା ଦେଶକୁ ଆଇସକ୍ରିମ୍ ଖାଇବାକୁ ଦେଇଥିବା ରଘୁନନ୍ଦ କାମାତ ଆଉ ଆମ ଗହଣରେ ନାହାଁନ୍ତି । ନେଚୁରାଲ ଆଇସକ୍ରିମର ପ୍ରତିଷ୍ଠାତା ରଘୁନନ୍ଦନ କାମାତ ୭୫ ବର୍ଷ ବୟସରେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଅସୁସ୍ଥ ଥିଲେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିଲେ। ସୋସିଆଲ ମିଡିଆରେ ତାଙ୍କର ପରଲୋକ ବିଷୟରେ କମ୍ପାନୀ ସୂଚନା ଦେଇଛି । ଲୋକମାନେ ସ୍ନେହରେ ରଘୁନନ୍ଦନ କାମତଙ୍କୁ ଆଇସକ୍ରିମ ମ୍ୟାନ୍ ଅଫ୍ ଇଣ୍ଡିଆ ବୋଲି…
Read More...