ଓଡ଼ିଶାରେ ସବୁ ପର୍ଯ୍ୟାୟରେ ବିଜେଡି ସ୍ବିପ୍ କରିବ : ବିଜେଡି ମୁଖ୍ୟ ନିର୍ବାଚନ ରଣନୀତିକାର ପାଣ୍ଡିଆନ
ଭୁବନେଶ୍ୱର : ଓଡ଼ିଶାରେ ସବୁ ପର୍ଯ୍ୟାୟରେ ବିଜେଡି ସ୍ବିପ୍ କରିବ । ବିଜେଡି ମୁଖ୍ୟ ନିର୍ବାଚନ ରଣନୀତିକାରଙ୍କ ଏହା ଦୃଢ଼ୋକ୍ତି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବିଜେଡି କ୍ୟାମ୍ପେନ କରୁଛି । ୨୦୨୪ ନିର୍ବାଚନ ନବୀନ ବାବୁଙ୍କ ଦ୍ବାରା, ନବୀନ ବାବୁଙ୍କ ପାଇଁ ଏବଂ ନବୀନ ବାବୁଙ୍କର । ସେପଟେ ବିଜେପି ନିର୍ବାଚନ ଜିତିବାକୁ ଲଢୁ ନାହିଁ । କିଛି ଅଧିକ ଆସନ ଆଶାରେ ଲଢୁଛି । ଏହାସହ ବିଜେଡିକୁ ଭାଙ୍ଗିବା ପାଇଁ ବିଜେପି ଭିତିରିଆ…
Read More...