ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଁଚିଲେ ରାହୁଲ ଗାନ୍ଧି
ଭୁବନେଶ୍ୱର(କେନ୍ୟୁଜ): ଭୁବନେଶ୍ୱରରେ ପହଁଚିଲେ ରାହୁଲ ଗାନ୍ଧି । ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଁଚିଲେ । ଓଡ଼ିଶାରେ ଆରମ୍ଭ କରିବେ ପ୍ରଚାର ଅଭିଯାନ । ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ କଟକ ଜିଲ୍ଲାର ସତ୍ୟଭାମାପୁର ଗସ୍ତ କରିବେ । ମଧୁବାବୁଙ୍କ ଜୟନ୍ତୀରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଅପରାହ୍ନ ୧୨ଟା ୪୫ରେ ସାଲେପୁରଠାରେ ସାଧାରଣ ସଭାକୁ…
Read More...