ଦିଲ୍ଲୀ ମଦ ଦୁର୍ନୀତି: ମେ’ ୮ ଯାଏ ଜେଲ୍‌ରେ ରହିବେ ମନୀଷ ସିସୋଦିଆ, ଇଡି ମାମଲାରେ ବଢ଼ିଲା ନ୍ୟାୟିକ ହେପାଜତ

ଦିଲ୍ଲୀ ମଦ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଦିଆଙ୍କୁ କୋର୍ଟରୁ ପୁଣିଥରେ ଝଟ୍‌କା ମିଳିଛି । ରାଉସ୍ ଆଭେନ୍ୟୁ କୋର୍ଟ ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ତଥା ଆମ୍ ଆଦମୀ ପାର୍ଟି (ଆପ୍‌) ନେତା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ମେ’ ୮ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ଶୁଣାଣି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବାବ ଦାଖଲ କରିବା ପାଇଁ ସମୟ ମାଗିଥିଲା । ଏହା ଉପରେ କୋର୍ଟ ଇଡିକୁ ମେ’ ୮…
Read More...

ରାଜ୍ୟ

ଦେଶ ବିଦେଶ

ବ୍ୟବସାୟ ଓ ଅର୍ଥନୀତି

ଲାଇଫ୍ ଷ୍ଟାଇଲ୍

ଟେକ୍

ସ୍ପେଶାଲ

ରାଶିଫଳ

ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ ଲୋକଙ୍କ ଆର୍ଥିକ ସ୍ଥିତି କିପରି ରହିବ

ମେଷ: ନୂଆ କାର୍ଯ୍ୟ ପ୍ରତି ରୁଚି ବଢ଼ିବ । ଆର୍ଥିକ ପକ୍ଷ ଦୃଢ଼ ହେବ । ଆଜି ଆପଣ ଯେଉଁ କାମ ପୂରା କରିବାକୁ ଚାହିଁବେ, ତାହା ପୂରା ହେବ । ସୋସିଆଲ ମିଡିଆ ଜରିଆରେ ପୁରୁଣା ସାଙ୍ଗ ସହିତ କଥା ହେବେ । ବୃଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ ବ୍ୟବସାୟରେ ପଇସା ବିନିଯୋଗ କରନ୍ତୁ ନାହିଁ । ଅଯଥା ଖର୍ଚ୍ଚ କମାଇଲେ ଭବିଷ୍ୟତ ପାଇଁ ପଇସା ସଞ୍ଚୟ କରିବାରେ ସହଜ ହେବ ।…
Read More...

କ୍ରୀଡା