ଅକ୍ଷୟ ତୃତୀୟାରେ ମନ ପସନ୍ଦର ଅଳଙ୍କାର କିଣିଲେ ଗ୍ରାହକ, ଜାଣନ୍ତୁ ଆଜିର ସୁନା ଦାମ୍
ଅକ୍ଷୟ ତୃତୀୟା ପାଇଁ ଗତକାଲି ସବୁ ସୋ’ରୁମ୍ରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ସୁନା ହାରଠାରୁ ଆରମ୍ଭ କରି ଚୁଡ଼ି, ଚେନ୍, ମୁଦି, କାନଫୁଲ ଆଦି କିଣି ନେଇଥିଲେ ଗ୍ରାହକ । କାଲି ଗୋଟିଏ ଦିନରେ ପ୍ରାୟ ଅଢ଼େଇ କ୍ବିଣ୍ଟାଲ ସୁନା ବିକ୍ରି ହୋଇଛି ଯାହାର ମୂଲ୍ୟ ୧୭୫ କୋଟି ଟଙ୍କାରୁ ଅଧିକ ରହିଛି । ତେବେ ଆଜି ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୩ ହଜାର ୭୦୦ ଟଙ୍କା ହୋଇଥିବା ବେଳେ ୨୨…
Read More...