ପଳାଶୁଣୀ ଛକରେ ଦୁର୍ଘଟଣା: ରାସ୍ତା ପାର ବେଳେ ଘୋଷାଡ଼ି ନେଲା ଟ୍ରକ, ୨ ମୃତ
ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ପଳାଶୁଣୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା ପାର ହଉଥିବା ବେଳେ ଟ୍ରକ ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ ଆଜି ସକାଳୁ ରାସ୍ତା ପାର ହେଉଥିବା ସମୟରେ ଏକ ଟ୍ରକ ଦ୍ରୁତ ଗତିରେ ଆସି ଜଣେ ସ୍ତ୍ରୀ ଲୋକଙ୍କୁ ଧକ୍କା ଦେଇଥିଲା । ଫଳରେ ତାଙ୍କର ସେଠି ମୃତ୍ୟୁ ହୋଇଥିଲା । ସେହିପରି…
Read More...