Sabuthi Sabubele Hata Muthare Khabar

କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନର ହେବ ନବକଳେବର, ତିଆରି ହେବ ନୂଆ ବିଲ୍‌ଡିଂ

କଟକ(କେନ୍ୟୁଜ୍):  କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନର ହେବ ନବକଳେବର । ତିଆରି ହେବ ନୂତନ ବିଲ୍‌ଡିଂ । ନୂଆ ବିଲ୍‌ଡିଂରେ ୪୨୧ ଶଯ୍ୟା ଏବଂ ୧୦ଟି ଆଇସିୟୁ ବେଡ ରହିବ । ଏହି ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏସସିବି ମେଡିକାଲ ଲାଗି ସ୍ୱତନ୍ତ୍ର ପ୍ଲାନ୍‌ ପ୍ରସ୍ତୁତ ହେଉଛି । ଯାହା ରୋଗୀଙ୍କୁ ଉନ୍ନତ ମାନର ସେବା ଯୋଗାଇବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ସେହିପରି କରୋନା ଭାଇରସ୍‌ର ରକ୍ତ ନମୁନା ପରୀକ୍ଷା ଲାଗି ରାଜ୍ୟର କିଛି ମେଡିକାଲରେ ବ୍ୟବସ୍ଥା କରାଯାଉଥିବା ସେ ସୂଚନା ଦେଇଛନ୍ତି ।

 

 

Leave A Reply

Your email address will not be published.