ବେଙ୍ଗାଲୁରୁରେ ଭୋଟ୍ ଦେଲେ ରାହୁଲ ଦ୍ରାବିଡ୍, ପୁଣିଥରେ ହୃଦୟ ଜିତିନେଲା ତାଙ୍କ ସରଳତା
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ୍ ରାହୁଲ ଦ୍ରାବିଡ୍ ଶୁକ୍ରବାର ବେଙ୍ଗାଲୁରୁର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି । ତାଙ୍କ ପାଳି ଆସିବା ପର୍ଯ୍ୟନ୍ତ ସେ ଜଣେ ସାଧାରଣ ଲୋକ ପରି ଧାଡ଼ିରେ ଠିଆ ହୋଇଥିଲେ । ଭୋଟ୍ ଦେବା ପରେ ରାହୁଲ ଦ୍ରାବିଡ୍ ଗଣମାଧ୍ୟମ ସହ କଥା ହୋଇଥିଲେ । ସେ କହିଥିଲେ କି, ସମସ୍ତେ ଭୋଟ୍ ଦେବା ଉଚିତ୍ । ଏହି ସୁଯୋଗ କେବଳ ଗଣତନ୍ତ୍ରରେ ହିଁ ମିଳିଥାଏ ।
ସେପଟେ ମହାନ…
Read More...