ଗଛରେ ପିଟି ହେଲା ସ୍କୋର୍ପିଓ, ଦୁଇ ଗୁରୁତର

ଗଛରେ ସ୍କୋର୍ପିଓ ପିଟି ହେବାରୁ ଦୁଇ ଜଣ ଗୁରୁତର ହୋଇଛନ୍ତି | ଅଘଟଣ ଘଟିଛି ରାଇକିଆ ଥାନା ଅନ୍ତର୍ଗତ ସତସଘଂ ନିକଟରେ | ବ୍ରହ୍ମପୁର ଠାରୁ ରାଇକିଆ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି | ପ୍ରଥମେ ରାଇକିଆ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଉଭୟଙ୍କୁ ଫୁଲବାଣୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି | ଦୁଇ ଗୁରୁତର ସ୍ବାମୀ ଏବଂ ସ୍ତ୍ରୀ ହେଲେ ସୁବାସ ସିଂ ଓ ଲଳିନି ନାୟକ |
Read More...

ରାଜ୍ୟ

ଦେଶ ବିଦେଶ

ବ୍ୟବସାୟ ଓ ଅର୍ଥନୀତି

ଲାଇଫ୍ ଷ୍ଟାଇଲ୍

ଟେକ୍

ସ୍ପେଶାଲ

ରାଶିଫଳ

ରାଶିଫଳ : ଜାଣନ୍ତୁ ଆଜି ପିଲାମାନଙ୍କ ପାଇଁ କିପରି କଟିବ ଦିନ

ମେଷ : ସାଙ୍ଗଙ୍କ ସହ ଭେଟ ହୋଇପାରେ । ଦାମ୍ପତ୍ୟ ଜୀବନରେ ଖୁସି ରହିବେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭ ରହିବ । ବ୍ୟବସାୟ କରୁଥିବା ଲୋକଙ୍କ ଅଟକି ରହିଥିବା ଟଙ୍କା ପାଇବା ଦ୍ୱାରା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ । ବାହାରକୁ ଯାତ୍ରା କରିପାରନ୍ତି । ରାଶିର ଲୋକମାନେ କର୍ମକ୍ଷେତ୍ରରେ ସମସ୍ତ ସହକର୍ମୀଙ୍କ ସହିତ ଖୁସରେ ସମୟ କାଟିବେ । ବୃଷ : ଆପଣ ଆଜି ବହୁତ ଖୁସି ରହିବେ । କୌଣସି ବଡ କାମ କରିବା ପାଇଁ ମଳିପାରେ ।…
Read More...

କ୍ରୀଡା