Browsing Category

ଟେକ୍

Samsung ଲଞ୍ଚ କଲା 5G ସ୍ମାର୍ଟଫୋନ, ଜାଣନ୍ତୁ କଣ ରହିଛି ସ୍ପେଶାଲ ଫିଚର୍ସ ଓ ମୂଲ୍ୟ

ସାମସଙ୍ଗ ନିଜର ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି ।  ଯାହାର ନାଁ କମ୍ପାନୀ ପକ୍ଷରୁ Samsung Galaxy Wide 5 ରଖାଯାଇଛି । ଦକ୍ଷିଣ କୋରିଆରେ ଲଞ୍ଚ ହୋଇଥିବା ଏହି ଫୋନରେ ବ୍ୟାକ ପ୍ୟାନେଲ ବ୍ୟବସ୍ଥା ଥିବା ସହ ଟ୍ରିପଲ କ୍ୟାମେରା ସେଟଅପ ସୁବିଧା ବି ରହିଛି । ଏହା ସହ ଏଥିରେ 5000 mAhର…

ଏବେ ଆଉ ଯିବାକୁ ପଡ଼ିବନି ଜିମ୍‌, ଘରେ ରହି ବି ଏହି ଆପ୍‌ ସାହାଯ୍ୟରେ କରି ପାରିବେ ଏକ୍ସରସାଇଜ୍‌

ନିଜକୁ ଫିଟ୍‌ ରଖିବା ପାଇଁ ଆଜିକାଲି ସମସ୍ତେ ଜିମ୍‌ ଯାଉଛନ୍ତି। କିନ୍ତୁ କିଛି ଲୋକ ଅଳସୁଆମି ଯୋଗୁ ଠିକ୍‌ ସମୟରେ ଜିମ୍‌ ଯାଇପାରନ୍ତି ନାହିଁ। ଫଳରେ ଏକ୍ସରସାଇଜ୍‌ କରିପାରନ୍ତି ନାହିଁ। ସେଭଳି ଲୋକଙ୍କ ପାଇଁ ଏବେ ନୂଆ ଆପ୍‌ ଲଞ୍ଚ୍‌ ହୋଇଛି, ଯାହା ଆପଣଙ୍କୁ ଏକ୍ସରସାଇଜ୍‌ କରିବାରେ ସାହାଯ୍ୟ…

୧୩,୯୯୯ ଟଙ୍କାରେ ଆସିଗଲା Realmeର ନୂଆ ସ୍ମାର୍ଟଫୋନ୍‌

Realme 8iକୁ ଭାରତରେ ନିକଟରେ ଲଞ୍ଚ୍‌ କରାଯାଇଛି। Realme 8iର ଦାମ୍‌ 4GB + 64GB ଭେରିଏଣ୍ଟ୍‌ ପାଇଁ ୧୩,୯୯୯ ଟଙ୍କା ରଖାଯାଇଛି। ଗ୍ରାହକ Realme 8iକୁ ସ୍ପେସ୍‌ ବ୍ଲାକ୍‌ ଏବଂ ସ୍ପେସ୍‌ ପର୍ପଲ କଲର ଅପ୍‌ଶନରେ ୧୪ ସେପ୍ଟେମ୍ବରରୁ କିଣି ପାରିବେ। Realme 8i ଆଣ୍ଡ୍ରୋଏଡ୍‌ ୧୧ ବେସ୍‌ଡ…

ହ୍ଵାଟସଆପ ଲଞ୍ଚ କଲା ନୂଆ ଫିଚର୍ସ, ଏଣିକି ଆପଣଙ୍କର ପର୍ସନାଲ ଚାଟ୍ ଲିକ ହୋଇପାରିବ ନାହିଁ

ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟସଆପ ଏକ ଫିଚର୍ସ ଉପରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଛି, ଯାହା ମାଧ୍ୟମରେ ଗୁଗୁଲ୍ ଡ୍ରାଇଭ୍ ଏବଂ ଆପଲ୍ କ୍ଲାଉଡ୍ ରେ ଚାଟ୍ ବ୍ୟାକଅପ୍ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ମାଧ୍ୟମରେ ସୁରକ୍ଷିତ ରହିଥାଏ । ହ୍ଵାଟସଆପ ଶେଷରେ ଘୋଷଣା କରିଛି ଯେ ଏହାର ପ୍ଲାଟଫର୍ମରେ…

ଦୁନିଆର ସବୁଠୁ ଶସ୍ତା ସ୍ମାର୍ଟଫୋନ, ଗୁଗୁଲ-ଜିଓର ମିଳିତ ପ୍ରୟାସରେ ଲଞ୍ଚ ହେବ jio phone next ସ୍ମାର୍ଟଫୋନ

ଜିଓ ଏବଂ ଗୁଗୁଲ ମିଶି ଏକ ନୂଆ ଫୋନ ଲଞ୍ଚ କରିବାକୁ ଯାଉଛନ୍ତି। ଏହା ସମ୍ପର୍କରେ ସେ ସେପ୍ଟେମ୍ବର ୧୦ରେ ଜଣାଇଛନ୍ତି । ବହୁପ୍ରତିକ୍ଷିତ jio phone next ଏବେ ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି। ଆଗକୁ ଆସୁଛି ଫେଷ୍ଟିଭାଲ ସିଜିନ । ଏହି ସିଜିନ ପାଖାପାଖି ଉପରୋକ୍ତ ଲାଟେଷ୍ଟ ମଡେଲ ଲଞ୍ଚ ହେବ।…

Gmail ଆଣୁଛି ନୂଆ ଶାନଦାର୍ ଫିଚର୍ସ: mail ସହିତ ପଠାଇପାରିବେ Voice Calling

Gmail ହେଉଛି ଏକ ଆପ୍ ଯାହା ପ୍ରାୟ ସମସ୍ତଙ୍କ ସ୍ମାର୍ଟଫୋନରେ ରହିଛି । ବର୍ତ୍ତମାନ କରୋନ ସମୟରେ ଅଫିସ ଏବଂ ଅନ୍ଲାଇନ୍ କ୍ଲାସର କାମ ହେତୁ ଏହାର ବ୍ୟବହାର ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇଛି, କାରଣ ଆଜିକାଲି କାର୍ଯ୍ୟ ଆସାଇନମେଣ୍ଟ କିମ୍ବା ସ୍କୁଲ, କଲେଜ ସବୁ ମେଲରେ ଚାଲିଛି । ଗୁଗୁଲ…

ଫେସବୁକ୍ Ray-Ban ସହିତ ମିଶି ଲଞ୍ଚ କଲା ସ୍ମାର୍ଟ ଚଷମା, ଜାଣନ୍ତୁ ଦାମ୍ ଏବଂ ଫିଚର୍ସ

ଫେସବୁକ୍ Inc Ray-Ban ସହିତ ପାର୍ଟନରସିପ କରି ନିଜର ପ୍ରଥମ ସ୍ମାର୍ଟ ଚଷମା Ray-Ban Stories ଲଞ୍ଚ କରିଛି। କମ୍ପାନୀ କହିବା ମୁତାବକ, ଏହି ଡିଭାଇସରେ ୟୁଜର୍ସ ଫଟୋ ଏବଂ ଭିଡିଓ କ୍ଯାପଚର କରିପାରିବେ। ଏଥିରେ ଗୀତ ଶୁଣିବା ଏବଂ ଫୋନ କଲ୍ କରିବାର ଅନ୍ଦାଜ ମଧ୍ୟ ବଦଳିଯିବ। ଏହି ଚଷମାକୁ…

ଭାରତରେ ଲଞ୍ଚ ହେବ I-PHONE ୧୩; ଜାଣନ୍ତୁ କେତେ ରହିଛି ଦାମ

ଭାରତରେ ଆଇଫୋନ-୧୩ର ଲଞ୍ଚ ତାରିଖ ଘୋଷଣା କରାଯାଇଛି । ଗୁରୁବାର କରାଯାଇଥିବା ଘୋଷଣା ଅନୁଯାୟୀ ୧୩ ସିରିଜର ଆଇଫୋନ ଆସନ୍ତା ସେପ୍ଟେମ୍ବର ୧୪ ତାରିଖରେ ଲଞ୍ଚ ହେବାକୁ ଯାଉଥିବା ବେଳେ ଆସନ୍ତା ଅକ୍ଟୋବର ୧ରୁ ଏହାର ବିକ୍ରି ଆରମ୍ଭ ହେବ । ଆମେରିକା, ଜାପାନ, ଅଷ୍ଟ୍ରେଲିଆ, କାନାଡା, ଚୀନ ଏବଂ…

ଭାରତୀୟ ମାର୍କେଟରେ ଦୁଇଟି ନୂଆ ଗିମ୍ବଲ ଲଞ୍ଚ କଲା ZHIYUN, ୯ ହଜାରରୁ ଆରମ୍ଭ ହେଉଛି ଦର

କ୍ୟାମେରା ଓ ସ୍ମାର୍ଟଫୋନ ପ୍ରସ୍ତୁତ କରୁଥିବା ବିଶ୍ୱର ସବୁଠୁ ଲୋକପ୍ରିୟ ବ୍ରାଣ୍ଡ ଜିଉନ(ZHIYUN) ଭାରତରେ ଦୁଇଟି ନୂଆ ଗିମ୍ବଲସ, ସ୍ମୁଥ କ୍ୟୁ3 ସମେତ ବିବିଲ ୨ ଲଞ୍ଚ କରିଛି । ଏହି ଗିମ୍ବଲ୍ସ ହେଉଛି କମ୍ପାକ୍ଟ ଫିଚରର ଥ୍ରୀ ଆକ୍ଟିବେଟ ଡ଼ିଭାଇସ । ଯାହାକି ଏକ ରୋଟେଟେବଲ ଫିଲ ଲାଇଟ, ୧୭…

ଟ୍ଵିଟରର ନୂଆ ପ୍ରାଇଭେସି ଫିଚର, ନିଜ ଟ୍ଵିଟକୁ ଏବେ ଲୁଚାଇପାରିବେ

ଟ୍ଵିଟର ୟୁଜର୍ସଙ୍କ ପାଇଁ ନୂଆ ପ୍ରାଇଭେସି ଫିଚର ଆଣିବାର ଯୋଜନା ବନାଉଛି । ସୋସିଆଲ ନେଟଓ୍ଵାର୍କ ପ୍ଲାନରେ ପୁରୁଣା ଟ୍ଵିଟକୁ Archive କରିବାର ଅପସନ ଦିଆଯିବ । ଯାହାଦ୍ୱାରା ଏକ ନିର୍ଦ୍ଦିଷ୍ଟ ସମୟ ପରେ ଆପଣଙ୍କ ଟ୍ଵିଟ ଅନ୍ୟ ୟୁୁଜର୍ସଙ୍କୁ ଦେଖାଯିବ ନାହିଁ । ଅର୍ଥାତ ଆପଣ ନିଜ ଟ୍ଵିଟରେ…

ଏଣିକି ବିନା ଇଣ୍ଟରନେଟରେ କରିପାରିବେ UPI ପେମେଣ୍ଟ୍, ଜାଣନ୍ତୁ ଏହାର ସହଜ ଉପାୟ

ଆଜି କାଲି ଅନଲାଇନ ଟ୍ରାନଜାକ୍ସନ୍ ପାଇଁ ୟୁପିଆଇ ପେମେଣ୍ଟ୍ ମୋଡର ବ୍ୟବହାର ଖୁବ୍ ସାଧାରଣ ହୋଇଗଲାଣି । ଏହାର ବହୁଳ ବ୍ୟବହାରର କାରଣ ହେଲା ଏଥିରେ ପେମେଣ୍ଟ ଗୋଟିଏ ଚୁଟକିରେ ହୋଇଯାଉଛି । ଏଥିରେ ଟଙ୍କା ଦେଣନେଣ ଖୁବ୍ ସହଜ । ହେଲେ ଅନେକ ଥର ୟୁଜର ମାନେ ପେମେଣ୍ଟ କରିବା ସମୟରେ ସ୍ଲୋ…

ହ୍ଵାଟସଆପର ପର୍ସନାଲ ଡାଟା ତଥା ମେସେଜକୁ ସେୟାର କରିଥାଏ ଫେସବୁକ, ରିପୋର୍ଟରୁ ସୂଚନା

ହ୍ଵାଟସଆପକୁ ନେଇ ଆଉ ଏକ ଜରୁରୀ ଖବର ସାମ୍ନାକୁ ଆସିଛି। ଫେସବୁକର ଏନସ୍କ୍ରିପଟେଡ ମେସେଜିଙ୍ଗ ସେବା ହ୍ଵାଟସଆପକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ଏହାର ପ୍ରାଇଭେସିକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ଲୋକପ୍ରିୟ ଚାଟିଂ ଆପ ହ୍ଵାଟସଆପକୁ ନେଇ ଏକ ଜରୁରୀ ରିପୋର୍ଟ…