Browsing Category

ଟେକ୍

ସ୍ମାର୍ଟ ଫୋନରେ ଏସବୁ ଭୁଲ କରୁଥିଲେ ଏବେଠୁ ହୁଅନ୍ତୁ ସାବଧାନ! ନଚେତ୍ ଖରାପ ହୋଇପାରେ ଫୋନ୍

ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଯାଇଛି। ଆମର ଅଧିକାଂଶ କାମ ଏବେ ଫୋନ ହିଁ କରୁଛି। ଏଣୁ ଲୋକେ ସ୍ମାର୍ଟଫୋନର ଅଧିକ ଯତ୍ନ ନେଇଥାନ୍ତି। କିନ୍ତୁ ବେଳେବେଳେ ଆମେ ଅଜାଣତରେ କିଛି ଏମିତି ଭୁଲ କରିବସୁ ଯାହା ଫୋନକୁ ଖରାପ କରିଦିଏ। ଆସନ୍ତୁ ଜାଣିବା ସେଭଳି…

Zoom ରେ ଏମିତି ରେକର୍ଡିଂ କରିପାରିବେ ଭିଡିଓ କଲ୍, ଫଲୋ କରନ୍ତୁ ଏହି ଷ୍ଟେପ୍

କରୋନା ଭାଇରସ ଆସିବା ଦିନଠୁ ଲୋକଙ୍କ ଜୀବନ ଶୈଳୀରେ ଅନେକ ପରିବର୍ତ୍ତନ ଘଟିଛି। ଖାସ କରି ଲୋକମାନେ ପରସ୍ପରକୁ ଭେଟିବା କମ୍ କରିଦେଇଛନ୍ତି ଓ ସବୁ କାମ ଏବେ ଭର୍ଚୁଆଲି ହେଉଛି। ଅଫିସ ମିଟିଂଠାରୁ ଆରମ୍ଭ କରି ସ୍କୁଲର କ୍ଳାସ ପର୍ଯ୍ୟନ୍ତ ଲୋକେ ଏବେ ସବୁ ଭର୍ଚୁଆଲରେ କରୁଛନ୍ତି। ଅନଲାଇନ ମିଟିଂ…

ଫିଚର ଫୋନ୍ ଦୁନିଆରେ ଧମାକା କରିବା ପାଇଁ ଆସିଲା Philips ର ନୂଆ ଫିଚର ଫୋନ, ଦାମ୍ ମାତ୍ର ୧,୩୯୯ ଟଙ୍କା

ଫିଲପ୍ସ ବ୍ରାଣ୍ଡ ଟିପିବି ଟେକ୍ନୋଲୋଜି ଏବଂ ମ୍ଯାନୁଫ୍ଯାକ୍ଚରିଂ ପାର୍ଟନର ପିଜେଟ ସହିତ ମିଲି ଇ-ସିରିଜ ଫିଚର ଫୋନ୍ ଲଞ୍ଚ କରିଛି। ୧,୩୯୯ ଏବଂ ୨,୯୯୯ ଟଙ୍କା ମୂଲ୍ଯରେ ମିଳୁଥିବା ଏହି ସିରିଜର ୩ଟି ହ୍ଯାଣ୍ଡସେଟର ଦମଦାର ଫିଚର୍ସ ରହିଛି। Philips E102 A : ୧,୩୯୯ ଟଙ୍କାର ଏହି ଫୋନରେ…

ତୁରନ୍ତ ଆପଣଙ୍କ ଫୋନରୁ ଡିଲିଟ୍‌ କରନ୍ତୁ ଏହି ୫ଟି ଖତରନାକ ଆପ୍, ନଚେତ୍ ଫେସବୁକ୍ ଆକାଉଣ୍ଟ୍ ହୋଇଯିବ ହ୍ୟାକ୍

ଯଦି ଆପଣ ଆପଣଙ୍କର ବ୍ୟକ୍ତିଗତ ତଥ୍ୟକୁ ଲିକ୍ ହେବାରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ତୁରନ୍ତ ସତର୍କ ହୋଇଯାଆନ୍ତୁ। ଆପଣଙ୍କ ଫୋନରେ ଏପରି ଅନେକ ଆପ୍ ଥାଇପାରେ, ଯାହା ମାଲୱେର୍ ଦ୍ୱାରା ସିକାର ହୋଇପାରନ୍ତି। ଏପରି ପରିସ୍ଥିତିରେ, ଆପଣଙ୍କ ପ୍ରାଇଭେସି ଉପରେ ବିପଦ ଆସିପାରେ। ଗୁଗୁଲ ନିକଟରେ…

ବର୍ଷର ସବୁଠୁ ସ୍ଲିମ ସ୍ମାର୍ଟଫୋନ, 8GB RAM ଓ 128 GB କ୍ୟାମେରା ସହ ରହିଛି ଶସ୍ତା ଦାମ

ଜିଓମି ସ୍ମାର୍ଟଫୋନର ପୁପଲାରିଟି ଏବେ ଖୁବ ଅଧିକ । ଲୋକମାନେ ଶସ୍ତା ଦାମରେ ଭଲ ଫୋନ କିଣିବାକୁ ଯାଉଥିଲେ ପ୍ରଥମେ ନଜର ଜିଓମି ସେଟ ଉପରେ ହିଁ ପଡିଥାଏ । ତେବେ କମ୍ପାନୀ ଏହାର ପୁପଲାରିଟିକୁ ଧ୍ୟାନରେ ରଖି ଏବେ ଏକ ସୁନ୍ଦର ଫୋନ ବଜାରକୁ ଆଣିଛି । ଏହି ଫୋନର ଓଜନ କମ ଥିବା ବେଳେ ଏହାର ଫିଚର୍ସ…

Vivo ର ସ୍ୱତନ୍ତ୍ର ଅଫର : ସ୍ମାର୍ଟ ଫୋନର ଡିସ୍‌ପ୍ଲେ ଭାଙ୍ଗିଲେ ମାଗଣାରେ ବଦଳାଇବ କମ୍ପାନୀ, ଏହା ସହ ମିଳିବ ୧୦ ହଜାର…

ନୂଆଦିଲ୍ଲୀ :  ପ୍ରଖ୍ୟାତ ସ୍ମାର୍ଟଫୋନ୍‌ କମ୍ପାନୀ Vivo ଗ୍ରାହକଙ୍କୁ ଲୋଭନୀୟ ଅଫର ଦେଇଛି । ଯାହାଫଳରେ ଯଦି ଆପଣଙ୍କ ଫୋନ୍‌ର ଡିସ୍‌ପ୍ଲେ ଭାଙ୍ଗି ଯାଏ ତେବେ କମ୍ପାନୀ ମାଗଣାରେ ଡିସପ୍ଲେ ବଦଳାଇ ଦେବ । ଖାଲି ସେତିକି ନୁହେଁ ଗ୍ରାହକଙ୍କୁ ୧୦ ହଜାର ଟଙ୍କା ଯାଏ ଅନ୍ୟ ଲାଭ ମିଳିବ ବୋଲି…

ବ୍ରିଟେନରେ ରହୁଥିବା ଭାରତୀୟ ଇଂଜିନିୟର ଭାରତୀୟଙ୍କ ପାଇଁ ତିଆରି କଲେ କମ୍‌ ଦାମ୍‌ରେ ଓ୍ଵାଶିଂ ମେସିନ୍‌

ଲଣ୍ଡନ : ଭାରତ ଭଳି ଦେଶରେ ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ବ୍ରିଟେନରେ ଜନ୍ମିତ ଭାରତୀୟ ଇଂଜିନିୟର ତିଆରି କଲେ କମ୍‌ ଦାମର ଓ୍ଵାସିଂ ମେସିନ୍‌ । ପାଣିର ଅଭାବ ଥିବା ଇରାକରେ ଏହାର ସଫଳ ପରୀକ୍ଷଣ ହୋଇସାରିଛି । ବ୍ରିଟେନ୍‌ରେ ଜନ୍ମିତ ଭାରତୀୟ ଇଂଜିନିୟର ନବଜୋତ ସାହାନୀ ୩ ବର୍ଷ ପୂର୍ବେ…

ଲଞ୍ଚ ହେବା ପୂର୍ବରୁ ଲିକ୍ ହେଲା JioPhone Nextର ଡିଟେଲ, ଜାଣନ୍ତୁ କଣ ରହିଛି ଏହାର ସ୍ପେସିଫିକେସନ

ପ୍ରାୟ ଦୁଇ ମାସ ତଳେ JioPhone Nextର ଲଞ୍ଚ ନେଇ ସୂଚନା ଦିଆଯାଇଥିଲା । ସେପ୍ଟେମ୍ବର ୧୦ରେ ଏହି ଫୋନର ବିକ୍ରି ଆରମ୍ଭ ହେବ । ଫୋନର ଲଞ୍ଚ ସ୍ୱାଧୀନତା ଦିବସରେ ହୋଇପାରେ । JioPhone Next ଏକ ଶସ୍ତା 4G ଫୋନ ହେବାକୁ ଯାଉଛି । ଯାହାର ଘୋଷଣା ଜୁନ୍ ମାସରେ ରିଲାଏନ୍ସ AGMରେ କରାଯାଇଥିଲା ।…

ବଜାରକୁ ଆସୁଛି ସାମ୍‌ସଙ୍ଗର ନୂଆ 5G ଫୋନ୍‌ , ଜାଣନ୍ତୁ ଏହାର ଦାମ୍‌ ଓ ସ୍ପେସିଫିକେସନ

ନୂଆଦିଲ୍ଲୀ : ସାମ୍‌ସଙ୍ଗର ନୂଆ 5G ସ୍ମାର୍ଟ ଫୋନ୍‌ Galaxy A52s ଖୁବ୍‌ ଶୀଘ୍ର ବଜାର ପ୍ରବେଶ କରିବାକୁ ଯାଉଛି । ଏହା Galaxy A52s ର ଅପଗ୍ରେଡ୍‌ ଭର୍ଜନ । ଏହାର ସ୍ପେସିଫିକେସନ୍‌ ସମ୍ପର୍କରେ କମ୍ପାନୀର ଲିକ୍‌ ରିପୋର୍ଟରୁ ଜଣାପଡ଼ିଛି ଯେ ଏହା 108 MP କ୍ୟାମେରା ଥିବା Motorola Edge 20…

ବଦଳିଗଲା ଟ୍ଵିଟରର ଫଣ୍ଟ, ହେଲେ ଲୋକଙ୍କୁ ଆସୁନି ପସନ୍ଦ, ମିମ୍ସ ସେୟାର କରି ଉଡ଼ାଉଛନ୍ତି ମଜା

ମାଇକ୍ରୋ ବ୍ଲିଗିଙ୍ଗ୍‌ ସାଇଟ୍‌ ଟ୍ଵିଟର ନିକଟରେ ଏକ ପୋଷ୍ଟ ମାଧ୍ୟମରେ ଘୋଷଣା କରିଛି କି, ସେ ନିଜ ଡିଜାଇନରେ କିଛି ପରିବର୍ତ୍ତନ କରିବାକୁ ଯାଉଛି। ଏବେ ଟ୍ଵିଟରର ମୋବାଇଲ ଆପ୍‌ ଏବଂ େଓ୍ଵବ୍‌ ଦୁଇଟି ଯାକରେ ପରିବର୍ତ୍ତନ ନଜର ଆସିବାରେ ଲାଗିଛି। କିନ୍ତୁ ଏହି ପରିବର୍ତ୍ତନ ବୋଧହୁଏ ଲୋକଙ୍କୁ…

48 MegaPixel କ୍ୱାଡ କ୍ୟାମେରା ସହ ଭାରତରେ ଲଞ୍ଚ ହେଲା Samsungର ଏହି ଦମଦାର ଫୋନ, ଜାଣନ୍ତୁ କଣ ରହିଛି ଏହାର ଫିଚର୍ସ

ଫେବୃଆରୀରେ ଦେଶରେ ଲଞ୍ଚ ହୋଇଥିବା ସ୍ମାର୍ଟଫୋନର ନୂତନ ସଂସ୍କରଣ ଭାବରେ Galaxy A12କୁ ଲଞ୍ଚ କରିଛି ସ୍ମାର୍ଟଫୋନ କମ୍ପାନୀ Samsung । ଏହି ନୂଆ ସଂସ୍କରଣ ଏବଂ ଫେବୃଆରୀରେ ଲଞ୍ଚ ହୋଇଥିବା ଫୋନ ମଧ୍ୟରେ କେବଳ ପ୍ରୋସେସରରେ ଫରକ ଦେଖିବାକୁ ମିଳିବ । ଏହି ନୂତନ ମଡେଲରେ ସାମସଙ୍ଗ ଏହାର Exynos…

ଏଣିକି ଆପଣ ନିଜ ଟିଭିରେ କରିପାରିବେ ଭିଡିଓ କଲ୍‌ , କେମିତି କରିବେ ଜାଣନ୍ତୁ ପ୍ରୋସେସ୍‌

ଏବେ ଆପଣ ନିଜ ଟିଭିରୁ ଭିଡିଓ କଲ୍‌ କରିପାରିବେ। ହଁ, ଆଜ୍ଞା ଆପଣ ଆପଣଙ୍କ ଟିଭିରେ କରିପାରିବେ ଭିଡିଓ କଲ୍‌। ଜିଓ ଫାଇବର ୟୁଜର୍ସଙ୍କ ପାଇଁ ଖୁସିଖବର। ଜିଓ ନିଜ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ ୟୁଜର୍ସଙ୍କ ପାଇଁ ଏକ ଖାସ୍‌ ଫିଚର ଲଞ୍ଚ୍‌ କରିଛି, ଯାହାର ନାଁ ହେଉଛି କ୍ୟାମେରା ଅପ୍‌ ମୋବାଇଲ…