ଥାନାକୁ ଅଭିଯୋଗ କରିବାପାଇଁ ଆସି ମା’ ହରାଇଲା ୨ ବର୍ଷର ଶିଶୁ ପୁତ୍ର
କାକଟପୁର(କେନ୍ୟୁଜ୍): ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଥାନାକୁ ଅଭିଯୋଗ କରିବାପାଇଁ ଆସି ମା’ ହରାଇଲା ଦୁଇବର୍ଷର ଶିଶୁପୁତ୍ର । ଆଜି ପୁରୀ ଜିଲ୍ଲାର ଏକ ପୋଲିସ ଷ୍ଟେସନରେ ଦୁଇ ବର୍ଷର ଶିଶୁ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଛି । ପରିବାର ବିବାଦକୁ ନେଇ ତାଙ୍କ ଶାଶୁଙ୍କ ବିରୋଧରେ ଅଭିଯୋଗ ଦେବା ପାଇଁ ଶିଶୁପୁତ୍ରକୁ ସାଙ୍ଗରେ ଧରି ତାଙ୍କ ମାଆ ଯାଇଥିଲେ ପୋଲିସ ଷ୍ଟେସନ। ଏହି ଘଟଣା କାକଟପୁର ଅସ୍ତରଙ୍ଗା ପୋଲିସ ଷ୍ଟେସନରେ…
Read More...