ଆଇନ ଅନୁସାରେ ସବୁ ଜୀବଜନ୍ତୁଙ୍କୁ ସ୍ୱାଧୀନ ଭାବେ ବଞ୍ଚିବାକୁ ଦେବା ଦରକାର
ଭୁବନେଶ୍ୱର(କେନ୍ୟୁଜ): ଜୀବନ ଆଉ ଜୀବିକା କଥା ସାମ୍ନାକୁ ଆସେ ସେତେବେଳେ ଯେତେବେଳେ ମଣିଷ ଦିମୁଠା ଖାଇବା ଖୋଜେ । ତେବେ ଏସମାଜରେ ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ମଣିଷ ବିଭିନ୍ନ ରାସ୍ତା ବାଛିନିଏ । କିଛି ଲୋକ ଜୀବଜନ୍ତୁ, ସରୀସୃପ ପ୍ରାଣୀ ମାନଙ୍କ ସାହାରା ନେଇଥାନ୍ତି । କଥାରେ ଅତି ପ୍ରତ୍ୟେକ କ୍ରିୟାର ସମାନ ବିପରୀତ ପ୍ରତିକ୍ରିୟା ବି ଅଛି ।
ତଥାପି ମଣିଷ ନିଜ ସ୍ୱାର୍ଥକୁ ପ୍ରଥମେ ଗୁରୁତ୍ୱ ଦେଇଥାଏ ଆଉ ତାପରେ…
Read More...