ଓଡ଼ିଶା-ଛତିଶଗଡ଼ ସୀମାରେ ଯାଞ୍ଚ କଡ଼ାକଡ଼ି, ପିକଅପ୍ ଭ୍ୟାନରୁ ୩ ଲକ୍ଷରୁ ଅଧିକ ଟଙ୍କା ଜବତ
ନୂଆପଡ଼ା (କେନ୍ୟୁଜ): ଓଡ଼ିଶା-ଛତିଶଗଡ଼ ସୀମାରେ ଯାଞ୍ଚ କଡ଼ାକଡ଼ି । ଗୁରୁବାର ସଂଧ୍ୟାରେ ସୀମାନ୍ତରେ ଯାଞ୍ଚ ବେଳେ ଖରିଆର ରୋଡ ପୋଲିସ ୩ ଲକ୍ଷ ୬୯ ହଜାର ଟଙ୍କା ଜବତ କରିଛି । ଏହି ଟଙ୍କା ନୂଆପଡ଼ା ଅଞ୍ଚଳରୁ ରାୟପୁରକୁ ଏକ ପିକଅପ ଭ୍ୟାନରେ ଯାଉଥିଲା । ପିକଅପ୍ ଭ୍ୟାନର ମାଲିକ ମହମ୍ମଦ ଅକବର ବୋଲି ଜଣାପଡିଛି । ମହମ୍ମଦ ଅକବରଙ୍କ ଗାଡିରୁ ଏହି ଟଙ୍କା ଜବତ ହୋଇଥିବା ପୋଲିସ ସୂଚନା ଦେଇଛି ।
ଆବଶ୍ୟକ କାଗଜପତ୍ର ନଥିବାରୁ ଟଙ୍କା…
Read More...