ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
ମୟୁରଭଞ୍ଜ : ଏକ ହତ୍ୟାକାଣ୍ଡ ମାମଲାରେ ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ | ରାୟ ଶୁଣାଇଲେ ବାରିପଦା ସ୍ଥିତ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ | ୩ ଜଣ ଅଭିଯୁକ୍ତ ହେଲେ ମୋରଡା ଥାନା ମହୁଲବଣି ଗ୍ରମାର ଶୋଭାକର ମହାନ୍ତ, ଯତୀନ୍ଦ୍ରନାଥ ମହାନ୍ତ ଓ କୋମଳ ଲୋଚନ ମହାନ୍ତ | ଆଜୀବନ କାରାଦଣ୍ଡ ସହ 50 ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ | ଅନାଦେୟ ଅଧିକ 6 ମାସ କାରାଦଣ୍ଡ ରାୟରେ ଉଲ୍ଲେଖ ରହିଛି |…
Read More...