ପୋଲ ତଳକୁ ଖସିଲା ବାଇକ, ଦୁଇ ମୃତ
ମୋହନା : ପୋଲ ତଳକୁ ବାଇକ ଖସି ପଡିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା ଜାତୀୟ ରାଜପଥ ୩୨୬ ଡୁମ୍ବା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ବାଇକ ପୋଲ ତଳକୁ ଖସିଯିବା ଫଳରେ ଦୁଇ ଜଣ ମୃତ୍ୟୁ ବରଣ କରିଛନ୍ତି l ମୃତକଦ୍ବୟ ହେଲେ ଛେଳିଗଡ଼ ଗାଁର ଟୁକୁନା ସିଂ ଓ ମଣ୍ଟୁ ପାଲ୍ l ବାଇକରେ ଦୁହେଁ ଛେଳିଗଡ଼ରୁ ଆର. ଉଦୟଗିରି ଅଭିମୁଖେ ଯିବା ବେଳେ ଦୁର୍ଘଟଣା ଘଟିଛି l ଦୁର୍ଘଟଣା ପରେ ପ୍ରଥମେ…
Read More...