ବଡ଼ି ଟ୍ରାନ୍ସଫରମେସନ୍ ଦେଖି ଫ୍ୟାନ୍ସ ହେଲେ ଫିଦା, ଫିଲ୍ମ ‘ରାମାୟଣ’ ପାଇଁ ବଦଳିଲା ରଣବୀରଙ୍କ ଲୁକ୍
ବର୍ତ୍ତମାନ ଅଭିନେତା ରଣବୀର କପୁର ତାଙ୍କର ଅପ୍କମିଂ ଫିଲ୍ମ 'ରାମାୟଣ' ପାଇଁ ବହୁତ ପରିଶ୍ରମ କରୁଛନ୍ତି । ଆଜିକାଲି ସେ ନିଜ ଫିଟନେସର ଯତ୍ନ ନେଉଛନ୍ତି । ତେବେ ରଣବୀର କପୁରଙ୍କ ଫିଟ୍ନେସ୍ ଟ୍ରେନ୍ର ଶିବହୋମ, ରଣବୀରଙ୍କର କିଛି ଦମ୍ଦାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର ଜବରଦସ୍ତ ଟ୍ରାନ୍ସଫରମେସନ୍ ଦେଖିବାକୁ ମିଳିଛି ।
ତେବେ ଶିବହୋମ ତାଙ୍କର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ…
Read More...