BHEL ରେ ଖାଲିପଡିଛି ୩୦୦ ପଦବୀ, ୨୨ ଫେବ୍ରୁଆରୀ ପୂର୍ବରୁ ଜଲଦି କରନ୍ତୁ ଆବେଦନ
ସରକାରର ଚାକିରି କରିବାକୁ ସମସ୍ତର ଇଚ୍ଛା ରହିଥାଏ। ଆଉ ଏଥିପାଇଁ ପ୍ରାର୍ଥୀ ମଧ୍ୟ ଅନେକ କଷ୍ଟ କରନ୍ତି। ଯଦି ଆପଣ ୧୦ମ ପାସ୍ କରିଛନ୍ତି, ତେବେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗକୁ ହାତଛଡା କରନ୍ତୁ ନାହିଁ। ଭାରତ ହେଭି ଇଲେକ୍ଟ୍ରୋନିକ୍ସ ଲିମିଡେଟ (BHEL) ପକ୍ଷରୁ ନୋଟିଫିକେସନ ଜାରି…