ଦିଲ୍ଲୀ ମଦ ଦୁର୍ନୀତି: ମେ’ ୮ ଯାଏ ଜେଲ୍ରେ ରହିବେ ମନୀଷ ସିସୋଦିଆ, ଇଡି ମାମଲାରେ ବଢ଼ିଲା ନ୍ୟାୟିକ ହେପାଜତ
ଦିଲ୍ଲୀ ମଦ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଦିଆଙ୍କୁ କୋର୍ଟରୁ ପୁଣିଥରେ ଝଟ୍କା ମିଳିଛି । ରାଉସ୍ ଆଭେନ୍ୟୁ କୋର୍ଟ ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ତଥା ଆମ୍ ଆଦମୀ ପାର୍ଟି (ଆପ୍) ନେତା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ମେ’ ୮ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ।
ଶୁଣାଣି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବାବ ଦାଖଲ କରିବା ପାଇଁ ସମୟ ମାଗିଥିଲା । ଏହା ଉପରେ କୋର୍ଟ ଇଡିକୁ ମେ’ ୮…
Read More...