Browsing Tag

accident in anugul

ଅନୁଗୁଳ: ରାସ୍ତା କଡରେ ଛତୁ ବିକୁଥିବା ଭାଇ ଭଉଣୀଙ୍କ ଉପରେ ଚଢିଗଲା ସ୍କର୍ପିଓ ଗାଡି, ଉଭୟ ମୃତ

ଅନୁଗୁଳ(କେନ୍ୟୁଜ୍): ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରାଇଝରଣ ନିକଟରେ  ସ୍କର୍ପିଓ ଦୁର୍ଘଟଣାରେ ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୬ ବର୍ଷୀୟ ସମ୍ପର୍କୀୟ ଭାଇ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ନିରଞ୍ଜନ ବେହେରାଙ୍କ ୧୧ ବର୍ଷୀୟ ପୁଅ ନନ୍ଦୁରୁ ବେହେରା ଓ…

ମଟର ସାଇକେଲ ଦୁର୍ଘଟଣାରେ ମାମୁଁ ମୃତ ଭଣଜା ଗୁରୁତର

ଅନୁଗୁଳ : ଅନୁଗୁଳ ଆଠମଲ୍ଲିକ ଲାଉପାଳଠାରେ ବୁଧବାର ସକାଳେ ଏକ ମୋଟର ସାଇକେଲ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ କଇରିଘାଟି ଗାଁର ଛବିନାରାୟଣ ପ୍ରଧାନ ବୁଧବାର ମାଧପୁର ହାଟକୁ ଯାଇଥିଲେ । ହାଟ ସାରି ଫେରିବା ବେଳକୁ ନିଜ ଭଣଜା ସହିତ…