Browsing Tag

ACF soumya ranjan

ଏସିଏଫ ସୌମ୍ୟରଂଜନ ମୃତ୍ୟୁ ଘଟଣା: ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି(କେନ୍ଯୁଜ୍): ବହୁ ଚର୍ଚ୍ଚିତ ପାରାଳାଖେମୁଣ୍ଡିର ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ କ୍ରାଇମବ୍ରାଞ୍ଚ ରିପୋର୍ଟ ଦାଖଲ କରିଛି । ଅଗଷ୍ଟ ୨୩ର ନିର୍ଦ୍ଦେଶ ପାଳନ କରି କ୍ରାଇମବ୍ରାଞ୍ଚ ଏସସିଏଫ ମୃତ୍ୟ ଘଟଣାର ତଦନ୍ତ ସଂପର୍କିତ…

୩୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ, ନିଜ ସ୍ୱାମୀଙ୍କୁ ବଞ୍ଚେଇବାକୁ କୌଣସି ଉଦ୍ୟମ କରିନଥିଲେ…

ପାରଳାଖେମୁଣ୍ଡି(କେନ୍ଯୁଜ୍): ବିଦ୍ୟାଭାରତୀଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ । ୩୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ । ପାରଳାଖେମୁଣ୍ଡି ସ୍ଥିତ ଦୌରାଜଜ୍‌ ଅଦାଲତା ପରିସରରେ ଥିବା ସିଏସଆଇ କାର୍ଯ୍ୟାଳୟରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ରାତିରେ…

ଏସିଏଫ୍‌ ସୌମ୍ୟଙ୍କ ମୃତ୍ୟୁ ମାମଲା : ଡିଏଫ୍‌ଓଙ୍କୁ କ୍ଲିନ ଚିଟ୍‌, ବିଦ୍ୟା ଭାରତୀଙ୍କ ନାମରେ ହେବ ମାମଲା ରୁଜୁ

ଭୁବନେଶ୍ୱର(କେନ୍ୟୁଜ୍‌) : ଦୀର୍ଘଦିନ ଧରି ଏସିଏଫ୍‌ ସୌମ୍ୟଙ୍କ ମୃତ୍ୟୁକୁ ନେଇ ଲାଗିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫ୍‌ଓଙ୍କୁ ମିଳିଛି କ୍ଲିନ ଚିଟ୍‌ । ଏହା ଏକ ହତ୍ୟା ନୁହେଁ ଦୁର୍ଘଟଣାଜନିତ ବୋଲି ଏକ…

ବଲାଙ୍ଗୀରରେ ବିଦ୍ୟାଭାରତୀ, ଏଲ.ଆଇ ତାଲିମ କେନ୍ଦ୍ରରେ ଦେଉଛନ୍ତି ଫାଇନାଲ ସେମିଷ୍ଟାର

ବଲାଙ୍ଗୀର(କେନ୍ଯୁଜ୍): ବଲାଙ୍ଗୀରରେ ପାରଳା ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟା ଭାରତୀ । ଏଲ.ଆଇ ତାଲିମ କେନ୍ଦ୍ରରେ ଫାଇନାଲ ସେମିଷ୍ଟାର ପରୀକ୍ଷା ଦେଉଛନ୍ତି ବିଦ୍ୟା । ଏଠାରେ ସେ ୮ ଦିନ ରହିବେ । ବିଦ୍ୟାଭାରତୀ ଏବେ ମାନସିକ ଚାପରେ ଅଛନ୍ତି ବୋଲି ତାଙ୍କ ବାପା କହିଛନ୍ତି । ଆଜି…

କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଭେଟିଲେ ସୌମ୍ୟଙ୍କ ବାପା, ବିଦ୍ୟାଭାରତୀଙ୍କୁ ଗିରଫ ପାଇଁ କଲେ ଦାବି

ପାରଳାଖେମୁଣ୍ଡି (କେନ୍ୟୁଜେ): ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ADGଙ୍କୁ ଭେଟିଲେ ସୌମ୍ୟଙ୍କ ବାପା। ବିଦ୍ୟାଭାରତୀଙ୍କୁ ଗିରଫ କରିବା ପାଇଁ ଦାବି କରିବା ସହ ସଠିକ୍‌ ତଦନ୍ତ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସୌମ୍ୟଙ୍କ ମୃତ୍ୟୁକୁ ୭୫ ଦିନ…

ପଲିଗ୍ରାଫ ଟେଷ୍ଟରେ ୩ ଘଣ୍ଟା ଧରି ଶହେ ପ୍ରଶ୍ନର ସାମ୍ନା କଲେ ବିଦ୍ୟା, ବ୍ୟତିବ୍ୟସ୍ତ ହୋଇ କାନ୍ଦି ପକାଇଲେ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ଷ୍ଟେଟ ଫରେନସିକ ଲ୍ୟାବରେ ବିଦ୍ୟାଭାରତୀ। ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପଲିଗ୍ରାଫ ଟେଷ୍ଟ। କ୍ରାଇମବ୍ରାଞ୍ଚର ପ୍ରଶ୍ନବାଣରେ ହଡବଡେଇ ଗଲେ ବିଦ୍ୟା। ବ୍ୟତିବ୍ୟସ୍ତ ହୋଇ କାନ୍ଦି ପକାଇଥିବା ଜଣାପଡ଼ିଛି। ଦୀର୍ଘ ୩ ଘଣ୍ଟା…

ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା: ଆଜି ପଲିଗ୍ରାଫ ଟେଷ୍ଟର ସମ୍ମୁଖୀନ ହେବେ ବିଦ୍ୟା ଭାରତୀ

ପାରଳାଖେମୁଣ୍ଡି (କେନ୍ଯୁଜ୍): ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପୁଣି ଥରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଆଜି ପଲିଗ୍ରାଫ ଟେଷ୍ଟର ସମ୍ମୁଖୀନ ହେବେ ବିଦ୍ୟା ଭାରତୀ । ପଲିଗ୍ରାଫ ଟେଷ୍ଟ ପାଇଁ ସ୍ୱତନ୍ତ୍ର ପ୍ରଶ୍ନବାଣ ପ୍ରସ୍ତୁତ କରିଛି…

ଡିଏଫଓଙ୍କ ପରେ ଏବେ ବିଦ୍ୟାଙ୍କ ପାଳି, ଖୁବଶୀଘ୍ର ବିଦ୍ୟାଭାରତୀଙ୍କ ହେବ ଲାଏ ଡିଟେକସନ୍‌ ଟେଷ୍ଟ

ଗଜପତି (କେନ୍ୟୁଜ) : ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପୁଣି ଥରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଖୁବଶୀଘ୍ର ବିଦ୍ୟାଭାରତୀଙ୍କ ଲାଏ ଡିଟେକସନ୍‌ ଟେଷ୍ଟ ହେବ । ଏଥିପାଇଁ ବିଦ୍ୟାଭାରତୀଙ୍କୁ ଭୁବନେଶ୍ୱର ଅଣାଯିବ ବୋଲି ସୂଚନା ମିଳିଛି । ଏଥିପାଇଁ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ଡ଼ିଏଫଓ ଓ ରୋଷେୟାଙ୍କର ହେଲା ଲାଏ ଡ଼ିଟେକ୍ସନ ଟେଷ୍ଟ

ପାରଳାଖେମୁଣ୍ଡି(କେ ନ୍ୟୁଜ): ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ରହସ୍ୟଜନକ ମୃତ୍ୟୁ ମାମଲାରେ ଲାଏ ଡିଟେକସନ୍‌ ଟେଷ୍ଟ । ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କର ଆଜି ଲାଏ ଡିଟେକସନ୍‌ ଟେଷ୍ଟ ହୋଇଛି । ଭୁବନେଶ୍ୱର ଫରେନସିକ୍‌ ଲାବରେ ଲାଏ…

ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା: NHRCଙ୍କ ନିକଟରେ ତଥ୍ୟ ଦାଖଲ କଲେ ଅଭିଯୋଗକାରୀ

କେନ୍ଯୁଜ୍: ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ NHRCଙ୍କ ନିକଟରେ ତଥ୍ୟ ଦାଖଲ କଲେ ଅଭିଯୋଗକାରୀ। ଭାରତୀୟ ବିକାଶ ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ କୁମାର ଦାଶଙ୍କ ପକ୍ଷରୁ ଏହି ପ୍ରସଙ୍ଗରେ ଅତିରିକ୍ତ ତଥ୍ୟ ଦାଖଲ କରାଯାଇଛି। ୧୧ଟି ପ୍ରସଙ୍ଗରେ NHRCଙ୍କ…

ଏସିଏଫ ସୌମ୍ୟଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ୬ ଘଣ୍ଟିଆ ଖଇରା ବନ୍ଦ

ସୋର(କେନ୍ଯୁଜ୍): ଏସିଏଫ ସୌମ୍ୟଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଖଇରା ବନ୍ଦ । ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସଂଗଠନ । ମୃତ୍ୟୁ ରହସ୍ୟ ଉନ୍ମୋଚନ ଓ ଦୋଷୀକୁ ଦଣ୍ଡ ଦାବି ହୋଇଛି । ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ୫୯…

ସିନ୍‌ କ୍ରିଏସନ୍‌ ପାଇଁ ପାରଳା ଆସିବେ ବିଦ୍ୟାଭାରତୀ ! ଆବଶ୍ୟକ ହେଲେ ହୋଇପାରେ ଲାଏ ଡିଟେକସନ୍‌ ଟେଷ୍ଟ

ପାରଳାଖେମୁଣ୍ଡି(କେନ୍ଯୁଜ୍): ପାରଳା ଏସିଏଫ୍‌ ସୌମ୍ୟଙ୍କ ମୃତ୍ୟୁକୁ ବିତିଲାଣି ୫୦ ଦିନ । କ୍ରାଇମବ୍ରାଞ୍ଚ ତଦନ୍ତକୁ ପାଖାପାଖି ମାସେ ହେଲାଣି । ତଥାପି ମୃତ୍ୟୁ ସସପେନ୍ସ ଉପରୁ ହଟିନି ପରଦା । କ୍ରାଇମବ୍ରାଞ୍ଚର ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ପରେ ବି ଖୋଲିନି ଏସିଏଫ ସୌମ୍ୟଙ୍କ ଡେଥ ମିଷ୍ଟ୍ରି।…